ସ୍ମାର୍ଟ ସିଟିର ହୃଦୟ ପାଲଟୁଛି ଜଡ, ନବଜାତ ଶିଶୁକନ୍ୟାର ଠିକଣା ରାସ୍ତା କଡ଼
ଭୁବନେଶ୍ବର(କେନ୍ୟୁଜ୍): କନ୍ୟା ସନ୍ତାନ ଭାବି ରାସ୍ତା କଡକୁ ଫିଙ୍ଗିଦେଲେ ବାପା ମା। ଉଦ୍ଧାର କରି ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କଲା ପୋଲିସ। ଘଟଣା କେଉଁ ଦୁର୍ଗମ ଅଞ୍ଚଳର ନୁହେଁ ବରଂ ଖୋଦ ରାଜଧାନୀରେ ଦେଖିବାକୁ ମିଳିଛି ଏପରି ଘଟଣା। ଏମିତିରେ ଅନେକ ସମୟରେ ରାଜଧାନୀର ରାସ୍ତାକଡ଼ରେ…