ମୁଣ୍ଡଳୀ ବ୍ରିଜ ବ୍ୟାରେଜରେ ଖାକି ପୋଷାକ ପିନ୍ଧା ଯୁବକଙ୍କ ହାଇଡ୍ରାମା, ୩ ଘଣ୍ଟା କସରତ ପରେ ଉଦ୍ଧାର
କଟକ : ମୁଣ୍ଡଳୀ ବ୍ରିଜ ବ୍ୟାରେଜରେ ଖାକି ପୋଷାକ ପିନ୍ଧା ଯୁବକଙ୍କ ହାଇଡ୍ରାମା । ୩ ଘଣ୍ଟା ଧରି କସରତ ପରେ ଉଦ୍ଧାର କଲା ପୋଲିସ । ଆଜି ସକାଳୁ ମୁଣ୍ଡଳୀ ବ୍ରିଜରେ ଦେଖିବାକୁ ମିଳିଥିଲା ଯୁବକଙ୍କ ହାଇଡ୍ରାମା । କେତେବେଳେ ବ୍ରିଜ ଉପରେ ବ୍ୟାୟାମ କରୁଥିଲେ ତ ଆଉ କେତେବେଳେ ଗୋଟିଏ କଣରେ ଶୋଇ…