ଦୀର୍ଘ ୨୬ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଭାଲୁକୁ ଧରିବାରେ ଅସଫଳ ହେଲା ବନ ବିଭାଗ
କଳାହାଣ୍ଡି:ଫେଲ ମାରିଲା ରେସ୍କ୍ୟୁ ଅପରେସନ । ଦୀର୍ଘ ୨୬ ଘଣ୍ଟାର ଅପରେସନ ପରେ ଭାଲୁକୁ ଧରିବାକୁ ଅସଫଳ ହେଲା ବନ ବିଭାଗ । ଦୁଇଜଣ ବନ ବିଭାଗ କର୍ମଚାରୀଙ୍କୁ ଆହତ କରି ଜଙ୍ଗଲକୁ ଚମ୍ପଟ ମାରିଲା ଭାଲୁ ।
ଗତ ୨୧ ତାରିଖରେ ଭବାନପାଟଣାରେ ସହରରେ ଆତଙ୍କ ଖେଳାଇ ୫ଜଣଙ୍କୁ ଆହତ କରିଥିଲା ଭାଲୁ ।…