ଯାଜପୁର: ଓଡ଼ିଶା ମୋ ପରିବାର ପକ୍ଷରୁ ଦୁବାଇରେ ନିର୍ଯାତିତ ଶ୍ରମିକଙ୍କୁ ଉଦ୍ଧାର
ଓଡ଼ିଶା ମୋ ପରିବାର ପକ୍ଷରୁ ଦୁବାଇରେ ନିର୍ଯାତିତ ଶ୍ରମିକଙ୍କୁ ଉଦ୍ଧାର । ଯାଜପୁର ଜିଲ୍ଲାର ୪ଜଣ ଶ୍ରମିକ ମେକାନିକାଲ ଷ୍ଟ୍ରକଚର କଂପାନୀ ମାଧ୍ୟମରେ ଦୁବାଇରେ କାମ କରୁଥିଲେ । ହେଲେ ସେଠାରେ ସେମାନଙ୍କୁ କମ ଦରମା ଦିଆଯିବା ସହ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା । ବିଜେଡିର ଓଡିଶା ମୋ…