ଦେବଗଡ଼ରୁ ଅପହରଣ: ସୁନ୍ଦରଗଡ଼ରୁ ଉଦ୍ଧାର ହେଲା ୬ ବର୍ଷର କୁନି ଝିଅ ପିହୁ
ଦେବଗଡ଼ (କେନ୍ୟୁଜ): ଦେବଗଡ଼ରୁ ଅପହରଣ ସୁନ୍ଦରଗଡ଼ରୁ ଉଦ୍ଧାର। ଅପହୃତ ୬ ବର୍ଷର କୁନି ଝିଅ ପିହୁକୁ ଉଦ୍ଧାର କରିଛି ପୋଲିସ। ସୁନ୍ଦରଗଡ଼ ବଡ଼ଗାଁ ରାସ୍ତାକଡ଼ରୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇଛି । କୁନି ଝିଅକୁ ମୋବାଇଲ୍ ନମ୍ବର ମାଗି ପରିବାର ସହ ସ୍ଥାନୀୟ ଲୋକ ଯୋଗାଯୋଗ କରିଛନ୍ତି ।…