ଡିସେମ୍ବର ସୁଦ୍ଧା ରେଲୱେର ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା, ପ୍ରତି ମିନିଟରେ ବୁକ କରି ହେବ ଦେଢ ଲକ୍ଷ ଟିକେଟ
ଭୁବନେଶ୍ୱର : ଡିସେମ୍ବର ସୁଦ୍ଧା ରେଲୱେର ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା । ପ୍ରତି ମିନିଟରେ ବୁକ କରି ହେବ ଦେଢ ଲକ୍ଷ ଟିକେଟ । ଯାତ୍ରା ସମୟର ୮ଘଣ୍ଟା ପୂର୍ବରୁ ଯାତ୍ରୀଙ୍କ ଚୂଡ଼ାନ୍ତ ଚାର୍ଟ ପ୍ରସ୍ତୁତ ହେବ। ନିର୍ଦ୍ଧିଷ୍ଟ ଦିନର ଦିନ ୨ଟା ପୂର୍ବରୁ ଛାଡଥିବା ଟ୍ରେନ୍ ପାଇଁ ପୂର୍ବଦିନ…