Browsing Tag

reserve bank of india

RBI କୁ ଉଡାଇବାକୁ ଧମକ, ନିଜକୁ ଲସ୍କର-ଏ-ତୋଏବାର ସିଇଓ ବୋଲି କହିଲା

ଟ୍ରେନ ଓ ବିମାନ ପରେ ଏବେ ବ୍ୟାଙ୍କକୁ ବୋମାରେ ଉଡାଇବାକୁ ଧମକ । ମୁମ୍ବାଇ ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫିସକୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି । କଲ୍ କରିଥିବା ବ୍ୟକ୍ତି ନିଜକୁ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ସିଇଓ ବୋଲି କହି ଧମକ ଦେଇଛି । ଧମକ ଦେବା ପରେ ଗୀତ ଗୁଣୁଗୁଣୁ ଗାଇଥିଲା ଧମକ…

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ଖାଲିପଡିଛି ୯୪ ପଦବୀ, ମାସକୁ ଦରମା ୧ ଲକ୍ଷରୁ ଅଧିକ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ସୁଯୋଗ । ଆରବିଆଇରେ ଖାଲିପଡିଥିବା ପଦବୀ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । rbi.org.in. କୁ ଯାଇ ଆପଣ ପଦବୀ ଭର୍ତ୍ତି ବିଷୟରେ ଜାଣିପାରିବେ । ଗ୍ରେଡ୍ B…

ବ୍ରିଟେନ୍‌ରୁ ଭାରତ ଫେରାଇ ଆଣିଲା ୧୦୦ ଟନ୍‌ ସୁନା, ଜାଣନ୍ତୁ କେଉଁଠି ରଖାଯିବ ଏତେ ବଡ଼ ଭଣ୍ଡାର

ଭାରତ ଦ୍ୱାରା କିଣାଯାଇଥିବା ସୁନା ଆଉ ବ୍ୟାଙ୍କ ଅଫ୍ ଇଂଲଣ୍ଡର ଭଣ୍ଡାରରେ ରହିବ ନାହିଁ । ବର୍ତ୍ତମାନ ଏହାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ୱାଲେଟରେ ରଖାଯିବ । ଏହି ଯୋଜନା ଅଧୀନରେ ଆରବିଆଇ ଦ୍ୱାରା କିଣାଯାଇଥିବା ୧,୦୦୦ କ୍ୱିଣ୍ଟାଲ ସୁନା ଇଂଲଣ୍ଡରୁ ଭାରତ ଅଣାଯାଇଛି ।…

ମଇ ମାସରେ ୧୪ ଦିନ ବ୍ୟାଙ୍କ ଛୁଟି, ଜାଣନ୍ତୁ ତାଲିକା

ଏପ୍ରିଲ ମାସ ଆଉ ୨ ଦିନ ପରେ ସରିଯିବ । ଯଦି ଆପଣଙ୍କ ବ୍ୟାଙ୍କଜନିତ କାମ ରହିଛି, ତେବେ ମଇ ମାସରେ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ, ତାହା ଜାଣିବା ଜରୁରୀ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଛୁଟି ତାଲିକା ଘୋଷଣା ହୋଇଛି । ଫଳରେ ଗ୍ରାହକଙ୍କୁ କୌଣସି ସମସ୍ୟା ସାମ୍ନା କରିବାକୁ ପଡିବନି । ମଇ…

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ, ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର(କେନ୍ୟୁଜ୍‌): ମାର୍ଚ୍ଚ ୩୧ ରବିବାର ଦିନ ଖୋଲା ରହିବ ଦେଶର ସବୁ ବ୍ୟାଙ୍କ । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଥିକ ବର୍ଷର ଶେଷ ଦିନରେ ଭାରତ ସରକାରଙ୍କ ରିସିପ୍ ଟ ଓ ପେମେଣ୍ଟ ଟ୍ରାଞ୍ଜାକ୍ ସନକୁ ଦୃଷ୍ଟିରେ ରଖି ସମସ୍ତ…

ଆପଣଙ୍କ ପାଖରେ ଏବେ ବି ଅଛି କି ୨୦୦୦ ଟଙ୍କିଆ ନୋଟ୍‌? ଚିନ୍ତା କରନ୍ତୁନି; RBI ଜାରି କଲା ନୂଆ ଅପ୍‌ଡେଟ୍‌

କ’ଣ ଆପଣଙ୍କ ପାଖରେ ଏବେ ବି ଅଛି କି ୨୦୦୦ ଟଙ୍କିଆ ନୋଟ୍, ଯାହାକୁ ଆପଣ ବ୍ୟାଙ୍କ କିମ୍ବା ଆରବିଆଇ କାର୍ଯ୍ୟାଳୟ ଯାଇ ବଦଳାଇ ପାରିନାହାନ୍ତି? ଯଦି ଆରବିଆଇର ଆଞ୍ଚଳିକ କାର୍ଯ୍ୟାଳୟ ଆପଣଙ୍କଠାରୁ ବହୁତ ଦୂରରେ ଅଛି, ତା’ ହେଲେ ଚିନ୍ତା କରନ୍ତୁ ନାହିଁ। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ…

ସେପ୍ଟେମ୍ବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଜରୁରୀ କାମ ଥିଲେ ଦେଖିନିଅନ୍ତୁ ଛୁଟି ତାଲିକା

ଅଗଷ୍ଟ ମାସ ଶେଷ ହେବାକୁ ଆଉ ମାତ୍ର ୪ ଦିନ ବାକି ରହିଛି । ଅଗଷ୍ଟ ପରେ ସେପ୍ଟେମ୍ବର ମାସ ଆରମ୍ଭ ହେବ । ସେପ୍ଟେମ୍ବର ୨୦୨୩ରେ ବ୍ୟାଙ୍କ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ସହିତ ୧୬ ଦିନ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ସ ମୁତାବକ, ରାଜ୍ୟର ସ୍ପେଶାଲ ଛୁଟି ସହିତ ସମସ୍ତ…

ବ୍ୟାଙ୍କରେ ପଡିଛି ଦାବିଦାର ନଥିବା ୩୫ ହଜାର କୋଟି ଟଙ୍କା , ଭୁଲି ଯାଇଥିବା ଲୋକଙ୍କ ପାଇଁ ଆରବିଆଇ ଲଞ୍ଚ କରିବ ପୋର୍ଟାଲ

ନୂଆଦିଲ୍ଲୀ : ବର୍ଷ ବର୍ଷ ଧରି ବ୍ୟାଙ୍କରେ ପଡି ରହିଛି ଟଙ୍କା । ଯାହାର କେହି ଦାବିଦାର ନାହାଁନ୍ତି । ତାହା ପୁଣି ଲକ୍ଷ କି କୋଟିଏ ନୁହେଁ ପ୍ରାୟ ୩୫,୦୦୦ କୋଟି ଟଙ୍କା । ବହୁ ବର୍ଷ ଧରି ଏହି ଟଙ୍କା ପଡିରହିଛି ବ୍ୟାଙ୍କରେ । ଭାରତୀୟ ସେଣ୍ଟ୍ରାଲ ବ୍ୟାଙ୍କ ଆରବିଆଇ ଏଥିପାଇଁ ଏକ ଆପ ଲଞ୍ଚ…

ଅସଲି ଓ ନକଲି ନୋଟ ମଧ୍ୟରେ ଏପରି ଜାଣନ୍ତୁ ପାର୍ଥକ୍ୟ

ଯଦି ଟଙ୍କା କାରବାରରେ ନକଲି ନୋଟ୍ ବାହାରଛି , ତେବେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ସର୍ବପ୍ରଥମେ ପୋଲିସକୁ ରିପୋର୍ଟ ଦାଖଲ କରନ୍ତୁ। ଏହା କରିବା ପରେ ବ୍ୟାଙ୍କ ଏବଂ ପୋଲିସ ପକ୍ଷରୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ଜାଣନ୍ତୁ ନକଲି ନୋଟ୍ କିପରି ଚିହ୍ନଟ କରିବେ । ଅନେକ…

RTGS ଓ NEFT ହୋଇଗଲା ପୁରୁଣା ! ଏବେ RBI ଆଣୁଛି ନୂଆ ପେମେଣ୍ଟ ସିଷ୍ଟମ

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନେକ ସମୟରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଆଉ ଏବେ ବହୁତ ଜଲଦି ଆରବିଆଇ ଏକ ନୂଆ ପେମେଣ୍ଟ ସିଷ୍ଟମ ଲାଗୁ କରିବାକୁ ଯାଉଛି । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଲାଇଟ୍ ୱେଟ ଆଣ୍ଡ ପୋର୍ଟେବଲ ପେମେଣ୍ଟ…

RBI ରେ ଖାଲିପଡିଛି ଅନେକ ପଦବୀ, ଯୋଗ୍ୟତା ଥିଲେ ତୁରନ୍ତ କରନ୍ତୁ ଆବେଦନ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ସୁଯୋଗ । ଆରବିଆଇରେ ଖାଲିପଡିଥିବା ପଦବୀ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ । opportunities.rbi.org.in କୁ ଯାଇ ଆପଣ ପଦବୀ ଭର୍ତ୍ତି ବିଷୟରେ ଜାଣିପାରିବେ ।…

ସେଭିଂ ଓ କରେଣ୍ଟ ଆକାଉଣ୍ଟକୁ ନେଇ ୧ ଜୁନରୁ ବଦଳିବ ନିୟମ, ଜାଣନ୍ତୁ କ’ଣ କରିବାକୁ ଯାଉଛି ବ୍ୟାଙ୍କ୍‌

ନୂଆଦିଲ୍ଲୀ : ୧ ଜୁନରୁ ସେଭିଂ ଓ କରେଣ୍ଟ ଆକାଉଣ୍ଟକୁ ନେଇ ଆସୁଛି ବଡ ପରିବର୍ତ୍ତନ । ଏହି ପରିବର୍ତ୍ତନ ଅନକ୍ଲେମଡ୍‌ ଡିପୋଜିଟ (ଦାବିଦାର ନଥିବା ଜମା) କୁ ନେଇ । ଏଥିପାଇଁ ଆରବିଆଇ ୧୦୦ ଦିନ ୧୦୦ କ୍ୟାମ୍ପେନ ଆରମ୍ଭ କରିଛି । ବ୍ୟାଙ୍କକୁ ଏହି ସମୟ ସୀମା ଭିତରେ ଏହି ଅନକ୍ଲେମଡ ଜମା ରାଶିକୁ…