ଥାନା ବାରାକ୍ରେ କାର୍ଯ୍ୟରତ ରିଜର୍ଭ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ବଢୁଛି ସନ୍ଦେହ
ସୁବର୍ଣ୍ଣପୁର: ପୋଲିସ ବାରାକ୍ରେ କାର୍ଯ୍ୟରତ ରିଜର୍ଭ ପୋଲିସ କର୍ମଚାରୀଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୋଲିସ ବାରାକ୍ରେ ଜଣେ ରିଜର୍ଭ ପୋଲିସ କର୍ମଚାରୀଙ୍କ ଅସ୍ବାଭାବିକ ଭାବେ ଶୋଇଥିବା ବେଳେ ମୃତ୍ୟୁ ହୋଇଛି । ମୃତ ପୋଲିସ ଜଣକ ହେଲେ ଦିଲ୍ଲୀପ କୁମାର ମିଶ୍ର ।…