ମହିଳା ଦିବସ : ପ୍ରଥମ ଭାରତୀୟ ଷ୍ଟଣ୍ଟଓମେନଙ୍କୁ ଉପହାର ମିଳିଲା ତାଙ୍କ ବାୟୋପିକ୍, ଆରମ୍ଭ ହେଲା ୱେବସିରିଜ୍ ‘ଦ ସୋଲେ…
ଭାରତୀୟ ଫିଲ୍ମ ଜଗତ ସବୁବେଳେ ଏହାର ଅବିସ୍ମରଣୀୟ ଡ଼ାଏଲୋଗ ଏବଂ ଦୁଃସାହାସିକ ଷ୍ଟଣ୍ଟ ପାଇଁ ବେଶ ଜଣାଶୁଣା। ଯଦି ଫିଲ୍ମ ଏବଂ ବଲିଉଡ଼ ବିଷୟରେ କଥା ପଡିଲାଣି ତେବେ ଆମେ କିପରି ଐତିହାସିକ ଫିଲ୍ମ ସୋଲେକୁ ଭୁଲି ପାରିବା। ଆପଣଙ୍କୁ ନିଶ୍ଚିତ ଭାବେ ଏଥିରେ କୁହାଯାଇଥିବା ଡାଏଲୋଗ ଏବଂ ବିଭିନ୍ନ…