Browsing Tag

resign

ଟି-୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବେ ପାକିସ୍ତାନର ବାବର ଆଜମ

କେନ୍ୟୁଜ୍‌: ବୋଧହୁଏ ବରିଷ୍ଠ ଖେଳାଳିଙ୍କ ପରାମର୍ଶ ମାନିଗଲେ ପାକସ୍ତାନ କ୍ରିକେଟ୍‌ ଅଧିନାୟକ ବାବର ଆଜମ । ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ ପରେ ପରେ ଆଜମ ନିଜ ପଦ ଛାଡ଼ିବା ନେଇ ସୂଚନା ମିଳିଛି । ଏନେଇ ପାକିସ୍ତାନ ମିଡିଆରେ ଚର୍ଚ୍ଚା ହେଉଛି । କ୍ରିକେଟ ଇତିହାସରେ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, JMMକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…

କେନ୍ୟୁଜ୍(ବ୍ୟୁରୋ):  ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ-JMM-RJD ମେଣ୍ଟ ସପକ୍ଷରେ ଯାଇଛି ଜନମତ । ଏହିକୁ ସମ୍ମାନ ଜଣାଇ ପରାଜୟ ସ୍ୱୀକାର କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ଏହା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜଭବନରେ ରାଜ୍ୟପାଳ ଦୌପଦୀ…

ପୁଣି ଜଣେ ଆଇଏଏସ ଅଫିସର ଆଜି ଚାକିରୀରୁ ଦେଲ ଇସ୍ତଫା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପୁଣି ଜଣେ ଆଇଏଏସ ଅଫିସର ଆଜି ଚାକିରୀରୁ ଇସ୍ତଫା ଦେଇଛନ୍ତି। ଦକ୍ଷିଣ କନଡ ଜିଲ୍ଲାର ଡେପୁଟି କମିଶନର ଏସ. ଶଶିକାନ୍ତ ସେନ୍ଥାଲି ଆଜି ଆଇଏସ୍‌ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତେବେ ୨୦୦୯ ବ୍ୟାଚ୍‌ର କର୍ଣ୍ଣାଟକ କ୍ୟାଡର ଆଇଏଏସ୍‌ ଶଶିକାନ୍ତ ତାଙ୍କ ଇସ୍ତଫା ପତ୍ରରେ…

କର୍ଣ୍ଣାଟକ କଂଗ୍ରେସରେ ଫାଟ, ବିଧାନସଭାରୁ ଇସ୍ତଫା ଦେଲେ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକ ବେଲାରୀ ଜିଲ୍ଲାର ବିଜୟନଗର ବିଧାନସଭା କ୍ଷେତ୍ରରୁ କଂଗ୍ରେସରୁ ବିଜୟ ଲାଭ କରିଥିଲେ କଂଗ୍ରେସ ବିଧାୟକ ଆନନ୍ଦ ସିଂ । ଆଜି ଶ୍ରୀଯୁକ୍ତ ସିଂ ବିଧାନସଭାରୁ ଇସ୍ତଫା ଦେଇଥିବା ନେଇ ଗଣମାଧ୍ୟମକୁ ସୁଚନା ମିଳିଛି । ସେ ବାଚସ୍ପତି କେ.ଆର ରମେଶ କୁମାରଙ୍କୁ ତାଙ୍କ…

ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅଜୟ ମାକନ୍‌

ଦିଲ୍ଲୀ(କେନ୍ଯୁଜ୍) : ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅଜୟ ମାକନ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସେ ନିଜ ଇସ୍ତଫା ପଛରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି। ତାଙ୍କ ଇସ୍ତଫା ପତ୍ରକୁ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦିଆଯାଇଛି। ତେବେ ତାଙ୍କ ଇସ୍ତଫାକୁ ଗ୍ରହଣ…