Browsing Tag

resigned

ବିହାରରେ ଶେଷ ହେଲା ବଡ଼ ଅଧ୍ୟାୟ, ଇସ୍ତଫା ଦେଲେ ନୀତିଶ କୁମାର

ବିହାର : ବିହାରରେ ଶେଷ ହେଲା ବଡ଼ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି ।  ନୀତିଶ କୁମାର ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।  ଗତ୧୧ ତାରିଖରେ ରାଜ୍ୟସଭା ସାଂସଦ ଭାବେ ଶପଥ…

ସବୁ କଳ୍ପନା ଜଳ୍ପନାର ଅନ୍ତ, ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର (କେନ୍ୟୁଜ): ବିଜେଡି ଛାଡ଼ିଲେ ସାଂସଦ ଅନୁଭବ ମହାନ୍ତି  । ଆଜି ସେ ଇସ୍ତଫା ଦେଇଛନ୍ତି  । କେନ୍ଦ୍ରାପଡ଼ାରୁ ସାଂସଦ ଅଛନ୍ତି ଅନୁଭବ  । ୨୦୧୯ରେ ପ୍ରଥମ ଥର ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତାପୂର୍ବରୁ ରାଜ୍ୟସଭା ସଦସ୍ୟ ଥିଲେ ଅନୁଭବ ମହାନ୍ତି ।  ପାରିବାରିକ ବିବାଦରେ ଛନ୍ଦି…

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ, ବାଚସ୍ପତି ପଦ ପାଇଁ ଭରିବେ ନାମାଙ୍କନ

ଭୁବନେଶ୍ୱର (କେନ୍ୟୁଜ): ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଆଜି ବାଚସ୍ପତି ପଦ…

୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ପରେ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ୍‌, ପ୍ରେସ ମିଟରେ ଦେଲେ ସୂଚନା

କେନ୍ୟୁଜ୍(ବ୍ୟୁରୋ):  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନବୀସ । ଗତ ଶନିବାର ସକାଳେ ଏକ ନାଟକୀୟ ଘଟଣାକ୍ରମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଫଡନବୀସ । ଆସନ୍ତାକାଲି ଗୃହରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଛନ୍ତି ।…

ସର୍ବସାଧାରଣରେ ନିଜର ଅଶ୍ଳୀଳ ଫଟୋ ପ୍ରକାଶ ହେବା ପରେ ଇସ୍ତଫା ଦେଲେ ମହିଳା ସାଂସଦ

ଆମେରିକାର ଜଣେ ମହିଳା ସାଂସଦ ନିଜର ଅଶ୍ଳୀଳ ଫଟୋ ସର୍ବ ସାଧାରଣରେ ପ୍ରକାଶ ହେବା ପରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । କାର୍ଲିଫର୍ନିଆର ଏହି ୩୨ ବର୍ଷୀୟ ସାଂସଦ ନେତା କେଟି ହେଲଙ୍କ ଉପରେ ଆରୋପ ଥିଲା କି ତାଙ୍କର ସେହି ସଂସଦର ଆଉ ଜଣେ ପୁରୁଷ ସହଯୋଗୀଙ୍କ ସହ ସମ୍ପର୍କ ଅଛି । ଏହା ସହ…