କଂଗ୍ରେସ ଛାଡ଼ିଲେ ଗଣେଶ୍ୱର ବେହେରା, ପିସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ରାଜ୍ୟରେ ଏବେ ଚାଲିଛି ଦଳ ଡିଆଁ । ହାତ ଛାଡ଼ିଲେ ଗଣେଶ୍ବର ବେହେରା । କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଗଣେଶ୍ବର ବେହେରା । ପିସିସି ସଭାପତିଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର…