ବିଜେଡି ସଦସ୍ୟତା ସଂଗ୍ରହ ପାଇଁ ଦାୟିତ୍ୱ ବଣ୍ଟନ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ଟି ଜିଲ୍ଲାର ଦାୟିତ୍ୱ
ବିଜେଡି ସଦସ୍ୟତା ସଂଗ୍ରହ ପାଇଁ ଦାୟିତ୍ୱ ବଣ୍ଟନ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ଟି ଜିଲ୍ଲାର ଦାୟିତ୍ୱ। ସେ ବରଗଡ଼, ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାରେ ସଦସ୍ୟତା ସଂଗ୍ରହ ଅଭିଯାନ ତୁଲାଇବେ। ସେହିପରି ବିଧାୟକ ଦେବୀ ମିଶ୍ରଙ୍କୁ ୩ଟି ଜିଲ୍ଲା…