ରାଜଧାନୀର ଏକ ହୋଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଚେୟାରକୁ କେନ୍ଦ୍ର କରି ଯାହାକୁ ପାରିଲେ ପିଟିଲେ
ଭୁବନେଶ୍ୱର : ଇନଫୋସିଟି ଥାନା ପଥରଗାଡିଆ ନିକଟ ଏକ ହୋଟେଲରେ ଦାଦାଗିରି ଦେଖାଇଲେ ଦୁର୍ବୃତ୍ତ । ଗତକାଲି ଚେୟାରକୁ କେନ୍ଦ୍ର କରି ଗ୍ରାହକ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ସିସିଟିଭିରେ କଏଦ ହେଲା ଆକ୍ରମଣର ଦୃଶ୍ୟ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଯୋଗୁ ଉଭୟ ପକ୍ଷରୁ କିଛି…