Browsing Tag

restuarants

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ ଏବଂ ଏହା ବିଷୟରେ ସମସ୍ତେ ଅବଗତ ଅଛନ୍ତି । ପ୍ରିୟଙ୍କା କେବଳ ଚଳଚ୍ଚିତ୍ରରେ ଅଭିନୟ କରି ବହୁତ ଟଙ୍କା ରୋଜଗାର କରନ୍ତି ନାହିଁ, ତାଙ୍କର ନିଜର ପ୍ରଡକ୍ସନ୍ କମ୍ପାନୀ ମଧ୍ୟ ଅଛି । ଏହା…

୨୬୦୦ ଟଙ୍କା ବିଲ୍‌ ରେ ୮ ଲକ୍ଷ ଟଙ୍କାର ଟିପ୍ସ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଅନେକ ଲୋକ ରେଷ୍ଟୁରାଣ୍ଟ ଏବଂ ହୋଟେଲରେ ଖାଦ୍ୟ ଖାଇବା ପରେ ଭଲ ସର୍ଭିସ ଦେଖି ୱେଟରମାନଙ୍କୁ ଟିପ୍ସ ଦେଇଥାନ୍ତି । ଟିପ୍ସ ଦେବା ଦ୍ୱାରା ରେଷ୍ଟୁରାଣ୍ଟରେ କାମ କରୁଥିବା ୱେଟର ଏବଂ ରୋଷେୟାମାନେ ବେଶ୍‌ ଖୁସି ହୋଇଥାନ୍ତି ଏବଂ ସେମାନେ ଆହୁରି ଭଲ ସର୍ଭିସ ଦେବାକୁ ଚେଷ୍ଟା କରନ୍ତି । କିନ୍ତୁ…

ଦୋସାର ଦାମ ୧୦୦୦ ଟଙ୍କା! ସୋସିଆଲ ମିଡ଼ିଆ ୟୁଜର ଦେଉଛନ୍ତି ଭିନ୍ନ ପ୍ରତିକ୍ରିୟା

ସାଉଥ ଇଣ୍ଡିଆରେ ଲୋକମାନଙ୍କ ସକାଳର ଆରମ୍ଭ ଦୋସା ଏବଂ ଇଡ଼ଲିରୁ ହୋଇଥାଏ । ବ୍ରେକଫାଷ୍ଟ ଭାବରେ ଏହାର ଚାହିଦା ଖୁବ ଅଧିକ । କିନ୍ତୁ ଏବେ ଏହା କେବଳ ସାଉଥ ଇଣ୍ଡିଆ ନୁହେଁ ଦେଶର ସବୁସ୍ଥାନରେ ଲୋକପ୍ରିୟ ହୋଇପାରିଛି । ଦୋସା ଏବଂ ଇଡ଼ିଲି କେବଳ ସ୍ୱାଦ ନୁହେଁ ଏହା ସବୁଠାରେ ଖୁବ କମ ଟଙ୍କାରେ ମଧ୍ୟ…

ବିଏମସିର ନୂଆ ନିୟମ: ଆଜିଠୁ ହୋଟଲରେ ଖାଇବା ମନା

ଭୁବନେଶ୍ବର: ଆଜିଠୁ ହୋଟଲରେ ବସି ଖାଇବା ମନା। ଏନେଇ ନିଷ୍ପତ୍ତି ନେଇଛି ବିଏମ୍‌ସି। କେହି ରେଷ୍ଟୁରାଣ୍ଟରେ ବସି ଖାଇପାରିବେନି। କେବଳ ପାର୍ସଲ ଆଣିବାର ବ୍ୟବସ୍ଥା ରହିଛି। ଅନଲାଇନରେ ମଧ୍ୟ ଖାଦ୍ୟ ଅର୍ଡର ଦେଇପାରିବେ। ଗତ ୧୯ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ଜାରି କରିଥିବା ଗାଇଡଲାଇନରେ…