ଆଜି ନୂଆପଡ଼ା ରେଜଲ୍ଟ ଡେ, ଫଳାଫଳ କହିବ କିଏ ଦଖଲ କରୁଛି ନୂଆପଡ଼ା
ନୂଆପଡ଼ା: ଆଜି ରେଜଲ୍ଟ ଡେ । ଆସିବ ନୂଆପଡ଼ା ଓ ବିହାର ରାୟ । ସବୁ କଳ୍ପନାଜଳ୍ପନାର ଅନ୍ତ ହେବ । କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟ ଗଣତି । କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୩୫୮ଟି ବୁଥ ପାଇଁ ୧୪ ଟି…