Browsing Tag

retail price

ଆଉ ଲଗାଇ ପାରିବେନି ଟମାଟୋ ଛୁଙ୍କ, ଦେଶର ଅନେକ ସ୍ଥାନରେ ଟମାଟୋ ଦର ୭୦ରୁ ୮୦ ଟଙ୍କା

ପିଆଜ ସହିତ ଏବେ ଟମାଟୋ ବି ମହଙ୍ଗା । ଗତ କିଛି ଦିନ ହେବ ଟମାଟୋର ଖୁଚୁରା ଦର ଆକାଶଛୁଆଁ ହୋଇଥିବା ଦେଖିବାକୁ ମିଳିଛି । ଦେଶର ଅନେକ ସ୍ଥାନରେ ୧୫ ଦିନ ମଧ୍ୟରେ ଟମାଟୋ ଦାମ୍‌ ପାଖାପାଖି ଦୁଇ ଗୁଣ ହୋଇଯାଇଛି । କୁହାଯାଉଛି ଯେ ଅତିକମ୍‌ରେ ୨୦ ଦିନ ଯାଏ ବଜାରରେ ଏହି ଦର ରହିବ । ଦରବୃଦ୍ଧିର…

ହଠାତ୍‌ ଆକାଶଛୁଆଁ ହେଲା ଟମାଟୋ! ୧୨୦ ଟଙ୍କା କିଲୋ ପର୍ଯ୍ୟନ୍ତ ପହଞ୍ଚିଲା ଦର; ବେପାରୀ ଜଣାଇଲେ ଏହି ବଡ଼ କାରଣ

ଦେଶର ଅଧିକାଂଶ ସହରରେ ଟମାଟୋର ଖୁଚୁରା ଦାମ୍‌ କିଲୋ ପିଛା ୮୦ ଟଙ୍କା ଆଖପାଖରେ ଚାଲୁଛି। କିନ୍ତୁ ସରକାରୀ ଆକଳନ ଅନୁସାରେ, ବ୍ୟାପକ ବର୍ଷା କାରଣରୁ କିଛି ଦକ୍ଷିଣ ରାଜ୍ୟରେ ଏହାର ଖୁଚୁରା ଦର ୧୨୦ ଟଙ୍କା ପ୍ରତି କିଲୋଗ୍ରାମ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଚେନ୍ନାଇରେ ଟମାଟୋର ଖୁଚୁରା ଦର ୧୦୦…