ମେଡିକାଲ୍ ଅଫିସରଙ୍କ ଅବସର ବୟସ ସୀମା ୬୨ ରୁ ୬୫ କୁ ବୃଦ୍ଧି କଲେ ଓଡ଼ିଶା ସରକାର
ଭୁବନେଶ୍ୱର(କେନ୍ୟୁଜ୍) : କରୋନା ବିରୋଧୀ ଯୁଦ୍ଧକୁ ଦୃଷ୍ଟିରେ ରଖି ଓଡିଶା ସରକାର ମଙ୍ଗଳବାର ମେଡିକାଲ ଅଫିସରଙ୍କ ଅବସର ବୟସ ସୀମା ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି ।
Strengthening #Odisha’s fight against #COVID19 further, CM @Naveen_Odisha…