Browsing Tag

returning home

ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଉତ୍ତର ପୂର୍ବ ରାଜ୍ୟରୁ ଫେରୁଛନ୍ତି ଛାତ୍ରଛାତ୍ରୀ ଓ ପ୍ରବାସୀ ଓଡ଼ିଆ

କେନ୍ଯୁଜ୍:  ଉତ୍ତର ପୂର୍ବ ରାଜ୍ୟରୁ ୨ଟି ସ୍ୱତନ୍ତ୍ର ବିମାନ ଯୋଗେ ଫେରୁଛନ୍ତି ଛାତ୍ରଛାତ୍ରୀ ଓ ପ୍ରବାସୀ ଓଡ଼ିଆ । ପ୍ରବାସୀଙ୍କୁ ଫେରାଇ ଆଣୁଛନ୍ତି ରାଜ୍ୟ ସରକାର । ପ୍ରବାସୀଙ୍କୁ ଫେରାଇ ଆଣିବା ଦାୟିତ୍ୱ ବରିଷ୍ଠ IPS ଅମିତାଭ ଠାକୁରଙ୍କୁ ଦିଆଯାଇଥିଲା। ସୂଚନା ମୁତାବକ ତ୍ରିପୁରା, ମଣିପୁର…