Browsing Tag

revenue minister visit

ଯାଜପୁର : ଅଚାନକ ଧର୍ମଶାଳା ତହସିଲରେ ପଶିଗଲେ ରାଜସ୍ୱ ମନ୍ତ୍ରୀ, ଆଉ ଏମିତି କିଛି କଲେ…

ଯାଜପୁର (କେନ୍ୟୁଜ୍‌) : ଅଚାନକ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଗସ୍ତରେ ପହଞ୍ଚିଗଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ମନ୍ତ୍ରୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ପ୍ରଥମେ ଜମିଜମା ସଂକ୍ରାନ୍ତ ବିଭିନ୍ନ ପ୍ରମାଣପତ୍ର, ବସୁନ୍ଧରା ଯୋଜନା ଆଦି ସରକାରୀ ଯୋଜନାର ସୁଫଳ ଜନସାଧାରଣ ପାଉଛନ୍ତି କି…