କୋଲକତା ଅଭୟା ମାମଲା, ଆଜି ସୁପ୍ରମିକୋର୍ଟରେ ହେବ ଶୁଣାଣି
ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରମିକୋର୍ଟରେ ହେବ ଶୁଣାଣି । ଏହି ମାମଲାକୁ ନିଜ ଆଡୁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ କେଭି ବିଶ୍ବନାଥନଙ୍କ ଡିଭିଜନ ଖଣ୍ଡପୀଠ ଆଜି ଶୁଣାଣି କରିବେ । ପଶ୍ଚିମବଙ୍ଗର ସିଆଲଦା…