Browsing Tag

rhea chakraborty

ରିୟା ଚକ୍ରବର୍ତ୍ତୀଙ୍କ ବଡ଼ ଖୁଲାସା, କହିଲେ ସୁଶାନ୍ତ କେବେ ଓ କେମିତି ପ୍ରଥମେ ନେଇଥିଲେ ଡ୍ରଗ୍ସ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଧୀରେ ଧୀରେ ଡ୍ରଗ୍ସ କାରବାର ଆଡକୁ ମୁହାଁଇଛି। ଏବେ ଏହି ମାମଲାରେ ସୁଶାନ୍ତଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଗିରଫ ହୋଇଛନ୍ତି। ତେବେ ଗିରଫ ହେବା ପରେ ରିୟା ଅନେକ ଖୁଲାସା କରିଛନ୍ତି। ତେବେ ନିକଟରେ ରିୟା କହିଛନ୍ତି ସୁଶାନ୍ତ କେବେ ଓ କେମିତି…

‘ପଶ୍ଚିମବଙ୍ଗର ଝିଅ’ ରିୟା ଚକ୍ରବର୍ତ୍ତୀଙ୍କୁ କଂଗ୍ରେସର ସମର୍ଥନ, କୋଲକାତା ରାସ୍ତାରେ ବାହାରିଲା ବିରାଟ ର‍୍ୟାଲି

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ୍‌ ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମର୍ଥନରେ ଶନିବାର କଂଗ୍ରେସ ତରଫରୁ କୋଲକାତାରେ ର‍୍ୟାଲି ବାହାର କରାଯାଇଛି। ରିୟା ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାରୁ ତାଙ୍କୁ ସମର୍ଥନ ଜଣାଇ ରାଜ୍ୟ କଂଗ୍ରେସ…

ଏବେ କରଣ ଜୋହରଙ୍କ ଉପରେ ଏନ୍‌ସିବିର ନଜର, ଜେରା ପାଇଁ ଖୁବ୍‌ଶୀଘ୍ର ହେବେ ହାଜର

ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍‌ ମାମଲାର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ଏବେ ବଲିଉଡ୍‌ର ବଡ଼ ବଡ଼ ହସ୍ତୀ ଆସିଛନ୍ତି। ସୂଚନା ମୁତାବକ ଏନ୍‌ସିବି ଏବେ ୩୦ ଜୁଲାଇ, ୨୦୧୯ରେ କରଣ ଜୋହରଙ୍କ ଘରେ ହୋଇଥିବା ପାର୍ଟିର ଯାଞ୍ଚ କରିବ। ସୂଚନାଯୋଗ୍ୟ ଯେ ୩୦…

ରିୟାଙ୍କ ନୂଆ ଠିକଣା ବାଇକୁଲା ଜେଲ, ଯେଉଁଠି ରହିଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ ଆଉ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଡ୍ରଗ୍ସ ଲିଙ୍କରେ ଗିରଫ ରିୟା ଚକ୍ରବର୍ତ୍ତୀ ଏବେ ବାଇକୁଲା ଜେଲରେ ଦିନ କାଟୁଛନ୍ତି । ଅଭିନେତ୍ରୀ ରିୟାଙ୍କ ଜାମିନକୁ ନାମଞ୍ଜୁର କରିଦେଇଛନ୍ତି କୋର୍ଟ। ଏବେ ଭାଇ ସହିତ ରିୟା ବାଇକୁଲା ଜେଲ୍‌ରେ ରହିବେ। ସେହି ଜେଲରେ ରହୁଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ । ବହୁ…

ଏବେ ଚର୍ଚ୍ଚାରେ ରିୟା ଚକ୍ରବର୍ତ୍ତୀଙ୍କ ସେହି ଟି-ସାର୍ଟ, ଭାଇରଲ ହେଉଛି ଫଟୋ

ସୁଶାନ୍ତ ସିଂ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ଗତକାଲି ଗିରଫ କରିଛି । ତେବେ ରିୟା ଚକ୍ରବର୍ତ୍ତୀ ଏନସିବି କାର୍ଯ୍ୟାଳୟକୁ ଯିବା ସମୟର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରଲ ହେବାରେ ମଧ୍ୟ ଲାଗିଛି । ଏହି ଭାଇରଲ ପଛରେ ମଧ୍ୟ ରହିଛି ଏକ କାରଣ ।…

ସୁଶାନ୍ତ ମାମଲା: ରିୟା ସ୍ୱୀକାର କଲେ, ସୁଶାନ୍ତ ଓ ସୌଭିକ୍‌ ଏକାଠି ନେଉଥିଲେ ଡ୍ରଗ୍ସ

ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଡ୍ରଗ୍ସ ମାମଲାରେ ଏନ୍‌ସିବି ରିୟା ଚକ୍ରବର୍ତ୍ତୀଙ୍କୁ ଗତ ଦୁଇ ଦିନ ହେଲାଣି ମାରାଥନ୍‌ ଜେରା କରୁଛି। ଆଜି ତୃତୀୟ ଦିନରେ ମଧ୍ୟ ଜେରାର ସାମ୍ନା କରୁଛନ୍ତି ରିୟା। ଇତି ମଧ୍ୟରେ ରିୟା ବହୁ ଖୁଲାସା କରିଛନ୍ତି। ଗତ…

ରିୟା ଚକ୍ରବର୍ତ୍ତୀଙ୍କୁ ମିଡିଆବାଲା ଧକ୍କା ମାରିବା ନେଇ ଗର୍ଜିଲେ ବଲିଉଡ ସେଲିବ୍ରିଟି, କହିଲେ, ଲଜ୍ଜାଜନକ

ସୁଶାନ୍ତ ସିଂ ରାଜପୁତ କେସରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗସ ଲିଙ୍କ ସାମ୍ନାକୁ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଯାଞ୍ଚ ଆରମ୍ଭ କରିଛି। ରବିବାର ପାଖାପାଖି ୧୨ଟାରେ ରିୟା ଏନସିବି ଅଫିସରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ମିଡିଆ ରିପୋର୍ଟସ ଘେରିଯାଇଥିଲେ। ତେବେ ରିପୋର୍ଟରମାନେ…

ଡ୍ରଗ୍ସ ମାମଲାକୁ ନେଇ ମୁହଁ ଖୋଲିଲେ ରିୟା, କହିଲେ ‘ସୁଶାନ୍ତ ବେଳେବେଳେ ଗଞ୍ଜେଇ ଟାଣୁଥିଲେ, କିନ୍ତୁ …’

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ଧୀରେ ଧୀରେ ଡ୍ରଗ୍ସ କାରବାର ଆଡ଼କୁ ମୁହାଁଉଛି। ଏବେ ଏହି ମାମଲାରେ ରିୟାଙ୍କ ଭାଇ ସୌଭିକ୍‌ଙ୍କ ସମେତ ଆଉ କିଛି ଲୋକଙ୍କୁ ଗିରଫ କରିଛି ପୋଳିସ। ତେବେ ଏହି ମାମଲାରେ ଆଜି ପୁଣିଥରେ ଏନ୍‌ସିବି ରିୟାଙ୍କୁ ଜେରା କରୁଛି। ଜେରା ବେଳେ ରିୟା…

ରିୟା ମାନିଲେ ମୁଁ ଡ୍ରଗ୍‌ସ ନେଉଥିଲି, କାଲିବି ଏନ୍‌ସିବି କରିବ ଜେରା

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲୁଛି ଏନ୍‌ସିବି । ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରାଯାଇଛି । ଆସନ୍ତାକାଲି ମଧ୍ୟ ପୁଣି ଜେରା କରାଯିବ । ତେବେ ସୂଚନା ଅନୁଯାୟୀ ରିୟା ଡ୍ରଗ୍‌ସ ନେଉଥିଲେ ବୋଲି ସ୍ୱୀକାର କରିଛନ୍ତି…

ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ବଡ଼ ଖୁଲାସା, ରିୟାଙ୍କ କ୍ରେଡିଟ୍‌ କାର୍ଡରେ କିଣାଯାଉଥିଲା ଡ୍ରଗ୍ସ

ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ ସିବିଆଇ, ଏନ୍‌ସିବି ଓ ଇଡି କରୁଛି। ତିନି ଏଜେନ୍ସି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି। ଏହି ମାମଲାରେ ଡ୍ରଗ୍ସ କନେକସନ୍‌ ସାମ୍ନାକୁ ଆସିବା ପରେ ଏନ୍‌ସିବି ଶନିବାର…

ଡ୍ରଗ୍ସ ନେଉଥିବା ନେଇ ସ୍ୱୀକାର କଲେ ରିୟାଙ୍କ ଭାଇ ସୌଭିକ୍‌, ସୁଶାନ୍ତଙ୍କ ମୃତ୍ୟୁ ପରେ ବି କରିଥିଲେ ଅର୍ଡର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ଏବେ ମର୍ଡର, ସୁଇସାଇଡ୍‌ଠୁ ଅଧିକ ଡ୍ରଗ୍ସ ର‍୍ୟାକେଟ୍‌ରେ ପରିବର୍ତ୍ତିତ ହୋଇଛି। ଗୋଟେ ପଟେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ଜାଣିବାକୁ ଚେଷ୍ଟା କରୁଥିବା ବେଳେ ଏବେ ଏନ୍‌ସିବି ଏହି ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଯାଞ୍ଚ ଆରମ୍ଭ…

ସୁଶାନ୍ତଙ୍କ ପରେ ଏବେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ପ୍ରସ୍ତୁତ ହେବ ଫିଲ୍ମ, ସାମ୍ନାକୁ ଆସିଲା ସମ୍ପୂର୍ଣ୍ଣ ସୂଚନା

ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହଙ୍କ ରହସ୍ୟମୟ ମୃତ୍ୟୁର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ୍‌ ଖୁଲାସା ହୋଇ ନାହିଁ । ବର୍ତ୍ତମାନ ତାଙ୍କ କେସରେ ସିବିଆଇ ତଦନ୍ତ ଚାଲିଥିବା ବେଳେ ସୁଶାନ୍ତଙ୍କ ପରିବାର ଲୋକେ ତାଙ୍କ ପ୍ରେମିକା ରିୟା ଚକ୍ରବତ୍ତିଙ୍କ ଉପରେ ଗମ୍ଭୀର ଆରୋପ ଲଗାଇ…