ଦୀର୍ଘ ଦିନ ପରେ ସୋସିଆଲ ମିଡିଆକୁ ଫେରିଲେ ରିୟା ଚକ୍ରବର୍ତ୍ତୀ, ମହିଳା ଦିବସରେ ସେୟାର କଲେ ସ୍ପେଶାଲ ପୋଷ୍ଟ
ଆଜି ପୂରା ଦୁନିଆ ପାଳନ କରୁଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଫ୍ୟାନ୍ଙ୍କୁ ମହିଳା ଦିବସର ଶୁଭକାମନା ଜଣାଉଛନ୍ତି। ଇତି ମଧ୍ୟରେ ଦୀର୍ଘ ଦିନ ହେଲା ସୋସିଆଲ ମିଡିଆରୁ ଦୂରେଇ ରହିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ…