ଆଜିପର୍ଯ୍ୟନ୍ତ କେବେବି ଶୁଣିନଥିବେ ଗଣ୍ଡା ବିଷୟରେ ଏହିସବୁ କଥା
ପୃଥିବୀରେ ଦେଖାଯାଉଥିବା ପଶୁମାନଙ୍କ ମଧ୍ୟରେ ହାତୀ ପରେ ସବୁଠାରୁ ବଡ଼ ପଶୁ ହେଉଛି ଗଣ୍ଡା କିନ୍ତୁ ଏହି ପଶୁ ବିଷୟରେ ଆପଣ ବିଶେଷ କିଛି ଜାଣିନଥିବେ ନିଶ୍ଚୟ। ଗଣ୍ଡା ପାଖାପାଖି ୬ ଫୁଟ ଉଚ୍ଚ ଏବଂ ୧୧ ଫୁଟ ଲମ୍ବା ହୋଇଥାଏ। ଏକ ଗଣ୍ଡାର ଓଜନ ପାଖାପାଖି ୨୦୦୦ କିଲୋରୁ ୨୭୦୦ କିଲୋ ପର୍ଯ୍ୟନ୍ତ…