ପାର୍ବଣ ପୂର୍ବରୁ ଖୁସି ଖବର ! ଶସ୍ତା ହେଲା ଡାଲି, ଚାଉଳ ଏବଂ ସୋରିଷ ତେଲ ସମେତ ସମସ୍ତ ସାମଗ୍ରୀ, ଜାଣନ୍ତୁ ରେଟ୍
ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ସମୟରେ ସାଧାରଣ ଲୋକଙ୍କ ପାଇଁ ଖୁସି ଖବର। ଏହି ସପ୍ତାହରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ମଇଦା, ଗହମ ଠାରୁ ଡାଲି ଏବଂ ଚିନି ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବହୁତ ହ୍ରାସ ଘଟିଛି। ଯଦି…