Browsing Tag

rice disadvantages

ଅରୁଆ ପ୍ରେମୀ ରୁହନ୍ତୁ ସାବଧାନ! ଅନେକ ରୋଗ ହେବାର ରହିଛି ଆଶଙ୍କା

ଅଧିକାଂଶ ଲୋକ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। ଭାତ ଶରୀର ପାଇଁ ଲାଭଜନକ ହୋଇପାରେ । ହେଲେ ଆବଶ୍ୟକ ଠାରୁ ଅଧିକ ଭାତ ଖାଇବା ଶରୀର ପାଇଁ ଭଲ ବଦଳରେ ଅଧିକ କ୍ଷତି ହୋଇପାରେ । ଅଧିକ ମାତ୍ରାରେ ଭାତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଅସୁବିଧା ହୋଇପାରେ । ଭାତ ଖାଇବା ଦ୍ୱାରା…