ଶସ୍ୟ ଠାରୁ ଅଗାଡିକୁ ଅଲଗା କରୁଛି ଦେଶୀ ଯୋଗାଡ଼, ଚାଷୀଙ୍କ ନିଆରା ପ୍ରୟାସ
ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ । ନା ଦରକାର ପଡେ ଲକ୍ଷାଧିକ ଟଙ୍କାର ଯାନ୍ତ୍ରିକ ସରଞ୍ଜାମ ନା ଅଧିକ ଖର୍ଚ୍ଚାନ୍ତ ହେବାର ଥାଏ ଭୟ । କୌଣସି ସରକାରୀ ସହାୟତାକୁ ଅପେକ୍ଷା ନକରି ଜଣେ ଚାଷୀଟିଏ ଖଣ୍ଡିଏ ଚିରା ଅଦରକାରୀ ବସ୍ତାଟିକୁ ନିଜ ଚାଷ କାମରେ ବ୍ୟବହାର କରି ପାରୁଛି । ସହଜରେ ଶସ୍ୟ ଠାରୁ…