ମାତ୍ର ଅଧା ଘଣ୍ଟାରେ ଆଜି ସରସ୍ୱତୀ ପୂଜାରେ ଭୋଗରେ ବନାନ୍ତୁ କ୍ଷୀରି
ଆଜି ମା ସରସ୍ୱତୀଙ୍କ ବସନ୍ତ ପଞ୍ଚମୀର ପବିତ୍ର ପର୍ବ। ଆଜି ଘରେ କିମ୍ବା ପୂଜା ହେଉଥିବା ସ୍ଥାନରେ ସ୍ପେଶାଲ ରେସିପି ପ୍ରସ୍ତୁତ କରାଯାଏ। ତେଣୁ ଆଜି ଆମେ ଆପଣଙ୍କୁ ଚାଉଳ କ୍ଷୀରି ରେସିପି ଜଣାଇବୁ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
୫ କପ୍ - କ୍ଷୀର…