ଭାତ ରାନ୍ଧିବା ପରେ ପେଜ ଫୋପାଡ଼ି ଦେଉଛନ୍ତି କି? ଜାଣନ୍ତୁ ଏଥିରେ କ’ଣ ରହିଛି ଉପକାରି ଗୁଣ
ଭାତ ଖାଇବାକୁ କିଏ ବ ପସନ୍ଦ ନ କରେ । ଛୋଟ ପିଲାମାନଙ୍କ ପାଖରୁ ଆରମ୍ଭ କରି ବଡ଼ ଲୋକମାନେ ମଧ୍ୟ ଦିନ କୁ ଧରେ ହେଲେ ବି ଭାତ ଖାଥାନ୍ତି । କାହିଁକି ନା ଓଡ଼ିଆ ଲୋକଙ୍କର ପ୍ରଥମ ପସନ୍ଦ ହୋଇଥାଏ ଭାତ । ଭାତରେ ବୋହୁତ୍ ପ୍ରୋଟିନ୍ ଥାଏ ବୋଲି ବିଶ୍ବାସ ରହିଛି । ଭାତ ଖାଇବାକୁ ଯେତିକି ଭଲ ଲାଗିଥାଏ…