ସାଇବେରିଆରେ ମିଳିଲା ୪୦,୦୦୦ ବର୍ଷ ପୁରୁଣା କଙ୍ଗନ
ସାଇବେରିଆର ବୈଜ୍ଞାନିକ ମାନେ ଏକ ଅଦ୍ଭୁତ ଆବିଷ୍କାର କରିଛନ୍ତି । ସେମାନଙ୍କୁ ୪୦,୦୦୦ ବର୍ଷ ପୁରୁଣା କଙ୍ଗନ ମିଳିଛି । ଏହା ସହ ଏହା ମଧ୍ୟ କୁହାଯାଉଛି ଯେ ଏପର୍ଯ୍ୟନ୍ତ ମିଳିଥିବା ଗହଣା ମାନଙ୍କ ଭିତରୁ ଏହା ସବୁଠୁ ପୁରୁଣା । ପ୍ରକୃତରେ ଏହି କଙ୍ଗନଟି ସାଇବେରିଆର ଡୋନିସେବା ଗୁମ୍ଫାରେ ମିଳିଛି…