Rishabh Pant : ପୂରଣ ହେବ ରିଷଭ ପନ୍ତଙ୍କ ଇଚ୍ଛା, ଜମି କିଣିବାର ସହଯୋଗ କରିବେ ମୁଖ୍ୟମନ୍ତ୍ରୀ ଧାମି
ଉତ୍ତରାଖଣ୍ଡ : ରିଷଭ ପନ୍ତଙ୍କୁ ଜମି କିଣିବାରେ ସହଯୋଗ ପାଇଁ ଆଗେଇ ଆସିଲେ ମୁଖ୍ୟମନ୍ତ୍ରୀ ଧାମି । ନିଜ ଜନ୍ମମାଟି ଉତ୍ତରାଖଣ୍ଡକୁ ଫେରି ସେଠାରେ ନିଜର ପ୍ରଥମ ଘର ତିଆରି କରିବାକୁ ଚାହୁଁଛନ୍ତି ଭାରତୀୟ କ୍ରିକେଟ୍ ଦଳର ୱିକେଟକିପର- ବ୍ୟାଟର ରିଷଭ ପନ୍ତ । ଗତ ତିନି ବର୍ଷ ଧରି ଉପଯୁକ୍ତ ଜମି…