ମୁକେଶଙ୍କ ଉପରେ ରାଗିଗଲେ କୁଲଦୀପ ଯାଦବ, ଶାନ୍ତ କରାଇଲେ ରିଷଭ ପନ୍ତ : ଭିଡିଓ ଭାଇରଲ
ଆଇପିଏଲ୍ ୨୦୨୪ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଓ୍ଵିକେଟରେ ମ୍ୟାଚ ଜିତିଯାଇଥିଲା । ଏହି ମ୍ୟାଚରେ କୁଲଦୀପ ଯାଦବଙ୍କ ରାଗ ଦେଖିବାକୁ ମିଳିଥିଲା । ଏମିତି କିଛି ଘଟିଥିଲା, ଯେଉଁଥିରେ କୁଲଦୀପ…