Browsing Tag

rishabh pant

ରିଷଭଙ୍କ ଉଭଣୀ ସାକ୍ଷୀ ପନ୍ତ ପ୍ରେମିକ ଅଙ୍କିତଙ୍କ ସହ କଲେ ନିର୍ବନ୍ଧ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ଭଉଣୀ ସାକ୍ଷୀ ପନ୍ତଙ୍କର ନିର୍ବନ୍ଧ ହୋଇଛି । ସାକ୍ଷୀ ନିଜ ଦୀର୍ଘଦିନର ପ୍ରେମିକ ଅଙ୍କିତ ଚୌଧୁରୀଙ୍କ ସହ ଜାନୁୟାରୀ ୫ରେ ନିର୍ବନ୍ଧ କରିଛନ୍ତି । ରିଷଭ ପନ୍ତ ଇନ୍‌ଷ୍ଟାଗ୍ରାମରେ ନିର୍ବନ୍ଧର ଫଟୋ ସେୟାର କରି ଲେଖିଛନ୍ତି,…

ରିଷଭ ପନ୍ତଙ୍କ ଜୀବନର ଭୟଙ୍କର ଦିନ ୩୦ ଡିସେମ୍ବର, ମୃତ୍ୟୁକୁ ହରାଇ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ଖେଳାଳି

ଟିମର ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତ ମଇଦାନକୁ ଫେରିବାକୁ ଆଉ କିଛି ସମୟ ଲାଗିବ । ଗତବର୍ଷ ୩୦ ଡିସେମ୍ବର ୨୦୨୨ରେ ନୂଆବର୍ଷ ପାଳନ ପାଇଁ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ରିଷଭ ପନ୍ତ । ପନ୍ତ ଏବଂ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସବୁବେଳେ ୩୦ ଡିସେମ୍ବର ସ୍ମରଣୀୟ ହୋଇ…

ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି ରିଷଭ ପନ୍ତ, ଆଇପିଏଲ୍‌ ୨୦୨୪ ରେ ଫେରିବାକୁ ନେଇ ଫ୍ୟାନ୍ସ କରୁଛନ୍ତି ଆଶା

ଭାରତୀୟ ଟିମର ଓ୍ଵିକେଟ କିପର ବ୍ୟାଟର ରିଷଭ ପନ୍ତ ଏବେ ସଂପୂର୍ଣ୍ଣ ଭାବେ ଫିଟ୍‌ ହୋଇନାହାନ୍ତି । ନିଜେ ରିଷଭ ପନ୍ତ ଏହା କହିଛନ୍ତି । ଆଇପିଏଲ୍‌ ନିଲାମ ହେବା ଗୋଟେ ଦିନ ପୂର୍ବରୁ ରିଷଭ ପନ୍ତ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ରିଷଭ ସୁସ୍ଥ ହେବା ଯାତ୍ରା,…

ରିଷଭ ପନ୍ତ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ୨୦୨୪ ଆଇପିଏଲକୁ ଫେରୁଛନ୍ତି ପନ୍ତ

ରିଷଭ ପନ୍ତ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ମଇଦାନକୁ ଫେରିପାରନ୍ତି ରିଷଭ ପନ୍ତ । ପନ୍ତଙ୍କ ଫିଟନେସ ଭିଡିଓ ଭାଇରଲ ହେଉଥିବା ଭିଡିଓରୁ ଅନୁମାନ କରୁଛନ୍ତି ଫ୍ୟାନ୍ସ । ୨୦୨୪ ଆରମ୍ଭରୁ ଖେଳିପାରନ୍ତି ପନ୍ତ । ରିଷଭ ପନ୍ତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି,…

ଧୋନି ଏବଂ ସାକ୍ଷୀଙ୍କ ସହିତ ଦୀପାବଳି ପାଳନ କଲେ ରିଷଭ ପନ୍ତ, ଫଟୋ ଭାଇରଲ

ଗତବର୍ଷ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ପରେ ଟିମରୁ ବାଦ୍‌ ପଡିଛନ୍ତି ଷ୍ଟାର ଖେଳାଳି ରିଷଭ ପନ୍ତ । ହେଲେ ସୁସ୍ଥ ହୋଇ ତୁରନ୍ତ ଟିମକୁ ଫେରିବାକୁ ଚାହୁଁଛନ୍ତି ପନ୍ତ । ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ସହିତ ପଡିଆରେ ଅଭ୍ୟାସ କରୁଛନ୍ତି । ଯାହାର ଫଟୋ ଭାଇରଲ ଦେଖିବାକୁ…

ଟିମ୍‌ ଇଣ୍ଡିଆ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ମଇଦାନରେ ବ୍ୟାଟିଂ କଲେ ଷ୍ଟାର ଖେଳାଳି ରିଷଭ ପନ୍ତ

ଟିମ୍‌ ଇଣ୍ଡିଆ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସଡ଼କ ଦୁର୍ଘଟଣା ପରେ ପ୍ରଥମ ଥର ପଡିଆରେ ନଜର ଆସିଛନ୍ତି କ୍ରିକେଟର ରିଷଭ ପନ୍ତ । ମଇଦାନରେ ପୁରୁଣା ଅନ୍ଦାଜରେ ବ୍ୟାଟିଂ କରି ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ରିଷଭ ବ୍ୟାଟିଂ ଅଭ୍ୟାସ କରୁଥିବାର…

ବିନା ସହାୟତାରେ ସିଡି ଚଢିଲେ ଚାମ୍ପିଅନ ପନ୍ତ, କଷ୍ଟ ଲାଗିଥିଲେ ମଧ୍ୟ ହସି ଦେଇ ଚଢିଲେ : ଦେଖନ୍ତୁ ଭିଡିଓ

ଗତ ଡିସେମ୍ବରରେ କାର୍‌ ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ରିଷଭ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ବିନା ସାହାରାରେ ସିଡି ଚଢିଲେ ପନ୍ତ। ସେ ନିଜେ ଏକ ଭିଡିଓ ସୋସିଅଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି, ବିନା କୌଣସି ସାହାରାରେ ସିଡି ଚଢୁଛନ୍ତି ରିଷଭ ପନ୍ତ…

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, ଦରକାର ନାହିଁ ରିଷଭ ପନ୍ତଙ୍କ ଦ୍ୱିତୀୟ ଅପରେସନ୍‌

ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଓ୍ଵିକେଟ୍‌ କିପର ବ୍ୟାଟର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଦ୍ରୁତଗତିରେ ସୁଧୁରୁଛି । ଡାକ୍ତର କହିଛନ୍ତି ପନ୍ତଙ୍କର ଆଉ ଦ୍ୱିତୀୟ ଅପରେସନ୍‌ ଦରକାର ନାହିଁ । ଏମିତିକି ଆଗାମୀ ବିଶ୍ୱ କପ୍‌ରେ ପନ୍ତଙ୍କ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି ।…

WTC ଫାଇନାଲ ପରେ ଏସିଆ କପ୍‌ ଏବଂ ବିଶ୍ୱକପରୁ ବାଦ୍‌ ପଡିଲେ ରିଷଭ ପନ୍ତ, ସୁସ୍ଥ ହେବାକୁ ଲାଗିବ ଆଉ ୧୦ ମାସ

ଟିମ୍‌ ଇଣ୍ଡିଆର ଓ୍ଵିକେଟ କିପର ରିଷଭ ପନ୍ତ ଆହତଜନିତ ସମସ୍ୟା ଯୋଗୁଁ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପରୁ ବାଦ୍‌ ପଡିଛନ୍ତି । କେବଳ WTC ଫାଇନାଲ ନୁହେଁ ଏସିଆ କପ୍‌ ଏବଂ ବିଶ୍ୱକପରୁ ମଧ୍ୟ ରିଷଭ ବାଦ୍‌ ପଡିବେ । ରିଷଙ୍କୁ ସୁସ୍ଥ ହେବାକୁ ଆଉ ୮ରୁ ୧୦ ମାସ ଲାଗିବ ବୋଲି ଖବର ମିଳିଛି । ତେଣୁ…

ଆଇପିଏଲ୍‌ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ନଜର ଆସିବେ ରିଷଭ ପନ୍ତ ! ଟିମର ହେଡ କୋଚ୍‌ ରିକି ପଏଣ୍ଟିଂ ଦେଲେ ସୂଚନା

ଆଉ କିଛିଦିନ ପରେ ଆରମ୍ଭ ହୋଇଯିବ ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ ୨୦୨୩ । ଏଥିପାଇଁ ସମସ୍ତ ଟିମ୍‌ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଚଳିତଥରର ଆଇପିଏଲ୍‌ ବହୁତ ଖାସ୍‌ ହେବାକୁ ଯାଇଛି । କରୋନା ମହାମାରୀ ପରେ ପୁଣିଥରେ ପୁରୁଣା ଅନ୍ଦାଜରେ ଫେରୁଛି ଆଇପିଏଲ । ଯାହାକୁ ନେଇ…

ରିଷଭଙ୍କ ମନୋବଳ ବଢାଇବା ପାଇଁ ପହଞ୍ଚିଲେ ରିଷଭ ପନ୍ତ, ଟ୍ଵିଟରରେ ସେୟାର କଲେ ଫଟୋ

ରିଷଭଙ୍କୁ ଦେଖା କରିବାକୁ ପହଞ୍ଚିଲେ ଯୁବରାଜ ସିଂ । ଟ୍ଵିଟରରେ ଯୁବରାଜ ରିଷଭଙ୍କ ସହିତ ବସିଥିବାର ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ପସନ୍ଦ ମଧ୍ୟ କରୁଛନ୍ତି । ଯୁବରାଜ ରିଷଭଙ୍କ ମନୋବଳ ବଢାଇବା ପାଇଁ ସେଠାରେ ପହଞ୍ଚିଛନ୍ତି । ଟିମ ଇଣ୍ଡିଆ ବର୍ଡର ଗାଭାସ୍କର ଟ୍ରଫିରେ…

ପନ୍ତଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସର ଦାୟିତ୍ୱ ସମ୍ଭାଳିବେ ଡେଭିଡ ଓ୍ଵାର୍ଣ୍ଣର, ଅକ୍ଷର ପଟେଲ ହେଲେ ଉପ…

ଆଇପିଏଲ୍‌ ସିଜିନ ୧୬ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ବଡ ନିଷ୍ପତ୍ତି ନେଇଛି। ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଟିମ୍‌ର ଦାୟିତ୍ୱ ଡେଭିଡ ଓ୍ଵାର୍ଣ୍ଣରଙ୍କୁ ଦିଆଯାଇଛି । ଏହାସହିତ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଗତ ୨ଟି ସିଜିନରୁ ଦିଲ୍ଲୀ…