Browsing Tag

Rishi Sunak

ଶୋଚନୀୟ ଭାବେ ହାରିବ ଋଷି ସୁନକଙ୍କ ପାର୍ଟି, ନିର୍ବାଚନ ପୂର୍ବରୁ ନୂଆ ସର୍ଭେରେ ଆଶ୍ଚର୍ଯ୍ୟଜନକ ଦାବି

ଚଳିତ ବର୍ଷ ବ୍ରିଟେନରେ ହୋଇପାରେ ସାଧାରଣ ନିର୍ବାଚନ । ନିକଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜେ ସଙ୍କେତ ଦେଇଥିଲେ ଯେ ଚଳିତ ବର୍ଷ ଶେଷରେ ନିର୍ବାଚନ ହୋଇପାରେ । ଏହାରି ଭିତରେ ନିର୍ବାଚନ ପୂର୍ବରୁ ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି…

‘ଲୋକଙ୍କୁ ମରିବାକୁ ଦିଅ…’ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ବୟାନକୁ ନେଇ ବ୍ରିଟେନରେ ହଙ୍ଗାମା; ଜାଣନ୍ତୁ ୩ ବର୍ଷ ପୂର୍ବର…

ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଏକ ବୟାନକୁ ନେଇ ସମଗ୍ର ବ୍ରିଟେନରେ ହଙ୍ଗାମା। ମାମଲା ତିନି ବର୍ଷ ପୁରୁଣା, କିନ୍ତୁ ବର୍ତ୍ତମାନ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ କରୋନା ମହାମାରୀ ସମୟରେ ଋଷି ସୁନକ କହିଥିଲେ କି, ‘ଲକ୍‌ଡାଉନ ଅପେକ୍ଷା ଭଲ କିଛି…

ଗୃହମନ୍ତ୍ରୀଙ୍କୁ ହଟାଇବାରୁ ବଢ଼ିଲା ବିବାଦ, ପ୍ରଥମ ଥର ପିଏମ୍‌ ଋଷି ସୁନକଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ…

ବ୍ରିଟେନର ରାଜନୈତିକ ବାତାବରଣ ସରଗରମ ହୋଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ମୂଳର ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍‌ଙ୍କୁ ବରଖାସ୍ତ କରିଛନ୍ତି, ଯାହାପରେ ଏବେ ଖୋଦ୍‌ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା ବଢ଼ିଯାଇଛି। ବ୍ରାଭରମ୍ୟାନ୍‌ଙ୍କୁ ହଟାଇବାର ସୁନକଙ୍କ ନିଷ୍ପତ୍ତିକୁ ତାଙ୍କ…

ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କଲେ ସୁନକ, ପାଲେଷ୍ଟାଇନ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ…

ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କରିଛନ୍ତି । ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସୁନକ ନିଜ କ୍ୟାବିନେଟରେ ଅଦଳବଦଳ କରିଛନ୍ତି । ଗୃହମନ୍ତ୍ରୀ ବ୍ରେଭରମ୍ୟାନଙ୍କୁ ନେଇ ଦେଶରେ ଅସନ୍ତୋଷ ଲାଗି ରହିଥିଲା । ସେ ପାଲେଷ୍ଟାଇନ…

ଦୀପାବଳିରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏସ୍‌ ଜୟଶଙ୍କର, ଉପହାର ଦେଲେ ଗଣେଶ ମୂର୍ତ୍ତି ଓ ବିରାଟ କୋହଲିଙ୍କ…

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନର ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍‌ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ସେ ବ୍ରିଟିଶ ପିଏମ୍‌ଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।…

ଇସ୍ରାଏଲ ଗସ୍ତରେ ଯିବେ ରିଷି ସୁନକ୍ , ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ : ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଯିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତ ପରେ ଆଜି ଯାଉଛନ୍ତି ସୁନକ୍ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଭେଟି ଆଲୋଚନା କରିବେ । ଏଥିସହ ମଙ୍ଗଳବାର ଗାଜାର…

ଇସ୍ରାଏଲ୍‌କୁ ଋଷି ସୁନକଙ୍କ ସାହାଯ୍ୟ; ପଠାଇଲେ ଗୁପ୍ତଚର ବିମାନ, ୨ ଯୁଦ୍ଧପୋତ, ୩ ମର୍ଲିନ୍ ହେଲିକପ୍ଟର ଓ ସାମୁଦ୍ରିକ…

ଇସ୍ରାଏଲକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ। ଇସ୍ରାଏଲ ପାଇଁ ସୁନକ ଏକ ଗୁପ୍ତଚର ବିମାନ, ଦୁଇଟି ଯୁଦ୍ଧପୋତ, ତିନୋଟି ମର୍ଲିନ୍ ହେଲିକପ୍ଟର ଏବଂ ସାମୁଦ୍ରିକ କମାଣ୍ଡୋଙ୍କ ଏକ କମ୍ପାନୀ ପଠାଇଛନ୍ତି। ଭୂମଧ୍ୟସାଗରରେ ଏମାନଙ୍କୁ ନିୟୋଜିତ କରାଯିବ, ଯଦ୍ଦ୍ଵାରା…

ବ୍ରିଟେନରେ ହୋଇପାରେ ଧୂମପାନ ନିଷେଧ, ସ୍ୱତନ୍ତ୍ର ଆଇନ ଗଠନ ପାଇଁ ବିଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ

ବ୍ରିଟେନରେ ଧୂମପାନ ନିଷେଧ ହୋଇପାରେ। କୁହାଯାଉଛି ଯେ ବ୍ରିଟିଶ ସରକାର ଦେଶରେ ସିଗାରେଟ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଖବର ମୁତାବକ, ପ୍ରଧାନମନ୍ତ୍ରୀ ଋଷି ସୁନକ ସିଗାରେଟ୍‌ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛନ୍ତି। ଇଂରାଜୀ ଖବରକାଗଜ 'ଦି…

ଖାଲି ପାଦରେ ଆଣ୍ଠେଇ ଶେଖ ହସିନାଙ୍କ ପାଖରେ ବସି କଥା ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ବିନମ୍ରତାକୁ ସମସ୍ତେ…

ନୂଆଦିଲ୍ଲୀରେ ଚାଲିଥିବା ଜି୨୦ ଶିଖର ସମ୍ମିଳନୀ ସମାପ୍ତ ହୋଇଛି । ଭାରତ ମଣ୍ଡପମରେ ସମଗ୍ର ବିଶ୍ୱନେତା ଆସି ଏକାଠି ହୋଇଥିଲେ । ଜି୨୦ ସମ୍ମିଳନୀ ଶେଷ ହେବା ପରେ କିଛି ଏପରି ଫଟୋ ଭାଇରଲ ହେଉଛି, ଯାହାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ‘ଜି୨୦’ ଶିଖର ସମ୍ମିଳନୀରେ ବାଂଲାଦେଶର…

ଅକ୍ଷରଧାମ ମନ୍ଦିରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ, ପତ୍ନୀଙ୍କ ସହ ଭଗବାନ ସ୍ୱାମୀ ନାରାୟଣଙ୍କର କଲେ ଦର୍ଶନ

ନୂଆଦିଲ୍ଲୀ : ଜି-୨୦ ବୈଠକରୁ ଅବସର ନେଇ ଅକ୍ଷରଧାମ ମନ୍ଦିରରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ସହ ଅକ୍ଷରଧାମ ମନ୍ଦିରରେ ରିଷି ସୁନକ ପହଞ୍ଚିଛନ୍ତି । ସେଠାରେ ମନ୍ଦିରରେ ପୂଜା ଓ ଆଳତି କରିଥିଲେ ଦୁହେଁ । ମନ୍ଦିରରେ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ସେ…

ହିନ୍ଦୁ ଭାବେ ଏଠାରେ ଯୋଗ ଦେଇ ଗର୍ବ ଅନୁଭବ କରୁଛି, ଖଲିସ୍ତାନୀ ଆତଙ୍କବାଦକୁ ବ୍ରିଟେନରେ ପ୍ରଶ୍ରୟ ଦିଆଯିବନି : ଋଷି…

ଖଲିସ୍ତାନୀ ଆତଙ୍କବାଦକୁ ବ୍ରିଟେନରେ ପ୍ରଶ୍ରୟ ଦିଆଯିବନି। ଏଥିପାଇଁ ଭାରତ ଓ ବ୍ରିଟେନ ଏକାଠି କାମ କରୁଛନ୍ତି। ଜି ୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହା କହିଛନ୍ତି। ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ପାଇଁ ୱାର୍କିଂ ଗ୍ରୁପ ଗଠନ ହୋଇଛି। ଫଳରେ…

G-20 ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବ୍ରିଟେନ୍‌ ପିଏମ୍‌ ରୁଷି ସୁନକ୍‌, ଜାପାନ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ମଧ୍ୟ…

ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ରାଜଧାନୀ ଦିଲ୍ଲୀ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରୁଷି ସୁନକ୍‌ ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ତଥା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର…