ବିନା ତେଲରେ କେମିତି ହେବ ରୋଷେଇ! ଚିନ୍ତା ବଢ଼ାଇ ଦେଉଛି ମହଙ୍ଗା ମାଡ଼; ଅନେକ ରାଜ୍ୟରେ ଏବେ ସୋରିଷ ତେଲର ଦାମ୍ ୨୦୦…
ଆଜିକାଲି ମହଙ୍ଗା ମାଡ଼ ସାଧାରଣ ଲୋକଙ୍କ ପାଇଁ ବଡ଼ ସମସ୍ୟା ଆଣି ଦେଉଛି। ଗତ ବର୍ଷେ ଭିତରେ ସୋରିଷ ତେଲର ଦାମ୍ ପାଖାପାଖି ଦୁଇ ଗୁଣା ବଢ଼ି ଯାଇଛି, ଯାହାର ପ୍ରଭାବ ରୋଷେଇ ଘର ଉପରେ ପଡ଼ିଛି। ରିପୋର୍ଟ ମୁତାବକ, ଗତ ଲକ୍ଡାଉନ ସମୟରେ ସୋରିଷ ତେଲର ଦାମ୍ ୯୦ରୁ ୯୫ ଟଙ୍କା ପ୍ରତି ଲିଟର ଥିଲା। ଏବେ…