Browsing Tag

rive

ମହାନଦୀକୁ ଡେଇଁଲେ ନାବାଳିକା, ଛାତ୍ରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ

ସମ୍ବଲପୁର : ମହାନଦୀକୁ ଡେଇଁଲେ ନାବାଳିକା । ଛାତ୍ରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ। ଆଜି ସକାଳୁ ସମ୍ବଲପୁର ଚାଉଁର ବ୍ରିଜ ଉପରୁ ଡେଇଁପଡ଼ିଥିଲେ ନାବାଳିକା  । ପୋଲ ଉପରୁ ମୋବାଇଲ, ବ୍ୟାଗ, ସାଇକେଲ ଓ ଏକ ଫିନାଇଲ୍ ବୋତଲ ଜବତ ହୋଇଥିଲା। ନାବାଳିକା ଜଣକ ବୁଢାରାଜ ଗାର୍ଲସ ହାଇସ୍କୁଲର ନବମ…