Browsing Tag

river

ନଦୀକୁ ଡେଇଁ ବାପା-ଝିଅ ନିଖୋଜ, ୧୨ ଘଣ୍ଟା ପରେ ବି ମିଳୁନି ପତ୍ତା

ଭଦ୍ରକ (କେନ୍ୟୁଜ): ୧୨ ଘଣ୍ଟା ପରେ ବି ମିଳୁନି ବାପା-ଝିଅଙ୍କ ପତ୍ତା। ନଦୀ ଭିତରେ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବାହିନୀ। ଗତକାଲି ଆଖୁଆପଦା ବୈତରଣୀ ସେତୁ ଉପରୁ ଝିଅକୁ ଧରି ନଦୀକୁ ଡେଇଁ ପଡିଥିଲେ ଵାପା । ରାତି ୯ଟାରୁ ଦୁଇ ଜଣ ଡେଇଁ ପଡିଥିବାବେଳେ ଏପର୍ଯ୍ୟନ୍ତ ଖୋଜଖବର ମିଳିନି।…

୯ ମାସର ଛୁଆକୁ ଧରି ନଦୀକୁ ଡେଇଁଲା ବାପା

କଟକ (କେନ୍ୟୁଜ): ୯ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ବାପା । କଟକ ସଦର ସଇଁଦା ନିକଟ ସିଡୁଆ ନଦୀକୁ ଡେଇଁଲେ ବାପା । ଛୁଆକୁ ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଏଯାଏ ବାପାଙ୍କ ପତ୍ତା ମିଳିନି । ପାରିବାରିକ କଳହକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ । ନିଖୋଜ ବ୍ୟକ୍ତିଙ୍କ ଘର…

ସ୍କୁଲଠୁ ଡାକ୍ତରଖାନା ନଦୀ ଆରପାରିରେ, ଭରା ନଇରେ ନଦୀ ପାର କରୁଛନ୍ତି ସ୍କୁଲ ପିଲା

କେନ୍ୟୁଜ୍(ବ୍ୟୁରୋ): ସବୁକିଛି ନଦୀ ଆର ପାରିରେ । ରାସନ ଦୋକାନଠୁ ସରକାରୀ ଦପ୍ତର । ସ୍କୁଲଠୁ କଲେଜ । ଏପରିକି ଡାକ୍ତରଖାନା ଯିବାକୁ ହେଲେବି ନଦୀ ପାର କରିବାକୁ ପଡ଼ିବ । ଥାନାଠୁ ବ୍ୟାଙ୍କ ସବୁକିଛି ଆର ପାରିରେ । ଏପରିକି ଜରୁରି କାଳୀନ ସେବା ୧୫ କିଲୋମିଟର ବୁଲିକି ଆସିବ । ଏପରି ଦୁର୍ଦ୍ଦଶା…

ଗଙ୍ଗାନଦୀ ପୂର୍ବରୁ ଭାରତରେ ବହୁଥିଲା କେଉଁ ପବିତ୍ର ନଦୀ, ଜାଣନ୍ତୁ ଏହାର ଇତିହାସ

(କେନ୍ୟୁଜ ବ୍ୟୁରୋ) : ଭାରତର ପବିତ୍ର ନଦୀ ଭାବେ ଗଙ୍ଗା ଅନ୍ୟତମ । ଗଙ୍ଗାରେ ସ୍ନାନ କରିବା ଦ୍ୱାରା ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ରାଜା ଭାଗିରଥଙ୍କ ତପସ୍ୟାରେ ପସନ୍ନ ହୋଇ ଗଙ୍ଗାମାତା ପୃଥିବୀରେ ପଦାର୍ପଣ କରିଥିଲେ ଏବଂ ରାଜାଙ୍କ ପିତୃ ପୁରୁଷଙ୍କୁ ମୋକ୍ଷ ପ୍ରାପ୍ତି…

ବାଲିଗୁଡା : ଡଙ୍ଗା ଆଣିବାକୁ ଯାଇ ନଦୀରେ ଭାସି ଗଲେ ଯୁବକ, ମିଳିପାରୁନାହିଁ ସନ୍ଧାନ

ବାଲିଗୁଡା (କେନ୍ୟୁଜ): ନଦୀରେ ଭାସି ଯୁବକ ନିଖୋଜ l ନିଖୋଜ ଯୁବକ ହେଲେ ବାଲିଗୁଡା ଥାନା ଇନ୍ଦୀରାଜ ଗ୍ରାମର ବେନ୍ଦି ମଳିକ। ବାଲିଗୁଡା ଥାନା ବାନ୍ଦାପାଙ୍ଗା ନିକଟସ୍ଥ ଖଡ୍ଗ ନଦୀ ପାର ହେଉଥିବା ସମୟରେ ବେନ୍ଦି ଭାସି ଯାଇଛନ୍ତି। ଖଡ୍ଗ ନଦୀର ଇନ୍ଦୀରାଜ କୂଳକୁ ଡ଼ଙ୍ଗା ଫେରେଇ ଆଣିବାକୁ ଯୁବକ ଜଣକ…

ଛାତିଥରା ଘଟଣା: ନଦୀ ମଝିରେ ୩ଘଣ୍ଟା ଧରି ଫସି ରହିଲେ ମା ଓ ଶିଶୁପୁତ୍ର, ଭଗବାନ ସାଜି ଜୀବନ ବଞ୍ଚାଇଲେ ଯୁବକ

ରାୟଗଡା (କେନ୍ୟୁଜ) : ନଦୀ ମଝିରେ ୩ଘଣ୍ଟା ଧରି ଫସି ରହିଲେ ମା ଶିଶୁପୁତ୍ର। ଏଭଳି ଛାତିଥରା ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କୁମ୍ବିକୋଟା ପଞ୍ଚୟତ ପୁଞ୍ଜାପାଇ ଗ୍ରାମରେ। ଉକ୍ତ ଗ୍ରାମର ନନ୍ଦିନୀ କାଡ୍ରାକା ଓ ତାଙ୍କର ୩ବର୍ଷର ଶିଶୁପୁତ୍ର ଧରି ନଦୀ ଆରପଟ ଜଙ୍ଗଲକୁ ଯାଇଥିଲେ।…

ଭାଇକୁ ଫୋନ୍ କରି ନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି

ଭଦ୍ରକ (କେନ୍ୟୁଜ): ଭାଇକୁ ଫୋନ୍ କରି ନଦୀକୁ ଡେଇଁଲେ ଯୁବତୀ। ବ୍ରିଜ ଉପରେ ଦୋକାନ କରିଥିବା ଦୋକାନୀଙ୍କ ଫୋନରୁ ଭାଇକୁ ଫୋନ କରିବା ପରେ ନଈକୁ ଡେଇଁ ପଡ଼ିଥିଲେ ଯୁବତୀ । ଯୁବତୀଙ୍କ ପତ୍ତା ମିଳୁନଥିବା ବେଳେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଗେଲଟିଆ…

ଉପରମୁଣ୍ଡରେ ବର୍ଷା ପରେ ଫୁଲିଛିି ମହାନଦୀ ,୧୨ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

କଟକ (କେନ୍ୟୁଜ): ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ମହାନଦୀ । ବଢ଼ିଛି ହୀରାକୁଦ ଡ୍ୟାମର ଜଳସ୍ତର । ୫ଟି ଗେଟ୍‌ ଦେଇ ବର୍ଷର ପ୍ରଥମ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ଜଳଧାରଣା କ୍ଷମତା ୬୩୦ ଘନଫୁଟ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ରହିଛି ୬୧୩.୩୫ ଘନଫୁଟ । ଉପର ମୁଣ୍ଡରେ…

ରହସ୍ୟମୟ ଢ଼ଙ୍ଗରେ ନଦୀର ପାଣି ହୋଇଗଲା ନାରଙ୍ଗୀ, ବାହାରକୁ ଆସି ଛଟପଟ ହୋଇ ମରୁଛନ୍ତି ଜୀବ

ଦୁନିଆରେ ପ୍ରାୟ ପ୍ରତ୍ୟେକ ଦିନ ଅଦ୍ଭୁତ ଘଟଣା ସବୁ ଘଟୁଥାଏ। ଯାହା ବିଷୟରେ ଜାଣିଲେ ଲୋକମାନେ ଆଶ୍ଚଯ୍ୟର୍ରେ ପଡିଯାଆନ୍ତି। ସତରେ କଣ ଏମିତି ଅଦ୍ଭୁତ ଘଟଣା ଏ ଦୁନିଆରେ ଘଟୁଛୀ। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଶୁଣିଲେ ଲୋକେ ଚକିତ ହୋଇଯାଉଛନ୍ତି। ଆମେ…

ମଝି ନଦୀରେ ଓଲଟିଲା ଡଙ୍ଗା, ବୁଡ଼ିଯାଇ ୨ ନିଖୋଜ; ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ। ଦୁଇ ନିଖୋଜ ଥିବା ବ୍ୟକ୍ତି ହେଉଛନ୍ତି ଓରାପଦର ଗାଁର । ଆଜି ନାରିଙ୍ଗ ଝୋଲା ଗାଁ ରେ ସାପ୍ତାହିକ ହାଟ ସାରି ଏକ ଦେଶୀ ଡ଼ଙ୍ଗା ମାଧ୍ୟମରେ ତିନି ଜଣ…

ମଣିଷ ଜୀବନକୁ ଦୁର୍ବିସହ କରି ରଖିଛନ୍ତି ଏହିସବୁ ବିପଜ୍ଜନକ ନଦୀ

ଆପଣ ଅନେକ ନଦୀ ଦେଖିଥିବେ। କିନ୍ତୁ ଦୁନିଆରେ ଏମିତି କିଛି ନଦୀ ଅଛି ଯାହା ଅତ୍ୟନ୍ତ ବିପଜ୍ଜନକ । ପ୍ରକୃତି ଦତ୍ତ କିଛି ନଦୀ ଏମିତି ଅଛି ଯାହା କୁ ଦେଖିଲେ ବି ଭୟ ଲାଗିବ । ସେଥିରେ ଯିବା ମାନେ ନିଜ ଜୀବନକୁ ପାଣି ଛଡ଼ାଇବା ସହ ସମାନ। କିଛି ନଦୀ ପାଣିରେ ଝରଣା ପାଣି ମିଶିଥାଏ ଏହା ସହ ବର୍ଷା…

ଦୁର୍ବଳ ହୋଇଛି ଲଘୁଚାପ: ବଢିବାରେ ଲାଗିଛି ବିଭିନ୍ନ ନଦୀର ଜଳସ୍ତର, ଆଜିବି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ଯୁଜ୍): ବର୍ଷା କମିବା ପରେ ଏବେ ବଢିବାରେ ଲାଗିଛି ବିଭିନ୍ନ ନଦୀ ଜଳସ୍ତର। ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ପ୍ରବାହିତ ହେଉଛି। ଜଳକାର ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବାବେଳେ ଏବେ ସେଠାରେ ୬.୪୧ ମିଟର ଉପରେ ଜଳ ପ୍ରବାହିତ ହେଉଛି। ସେହିପରି ବୈଚରଣୀ…