ଲଗାଣ ବର୍ଷାରେ ବେହାଲ ଭଦ୍ରକବାସି, ରୋଷେଇ ବାସ କରି ଖାଇ ପାରୁ ନାହାନ୍ତି ଲୋକେ
ଲଗାଣ ବର୍ଷା ଯୋଗୁଁ ସହରରେ ଘରେ ଘରେ ପଶିଛି ପାଣି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ହଦଗଡ଼ ଡ୍ୟାମର ୪ ଟି ଗେଟ । ସାଳନ୍ଦୀ ନଦୀରେ ଆସିଲା ଚଳିତ ବର୍ଷର ପ୍ରଥମ ବନ୍ୟା । ବନ୍ୟା ଯୋଗୁଁ ଭଦ୍ରକ ଏବଂ ତିହିଡି ବ୍ଲକ ଅଞ୍ଚଳର ୫ଟି ପଞ୍ଚାୟତରେ ବନ୍ୟା ସ୍ଥିତି ଦେଖା ଯାଇଛି । ଭଦ୍ରକ…