ହଠାତ ଏହି ନଦୀର ରଙ୍ଗ ନୀଳରୁ ପାଲଟିଲା ଗୋଲାପୀ, ଏହା ପଛର କାରଣ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ
ଲକ ଡାଉନ କାରଣରୁ ଆଖପାଖ ଅଂଚଳ ଶୂନଶାନ ଥିବା ବେଳେ ହଠାତ ବଦଳି ଯାଇଥିଲା ନଦୀର ରଙ୍ଗ । ନଦୀ ଜଳର ନୀଳ ରଙ୍ଗ ପାଲଟି ଥିଲା ଗୋଲାପୀ । ଦୂର ଆକାଶରୁ ଛୁଟି ଆସିଥିଲେ ଲକ୍ଷ ଲକ୍ଷ ପକ୍ଷୀ । ଯେମିତି ଖୁସିରେ ଉତ୍ଫୁଲ୍ଲିତ ହୋଇ ଉଠିଥିଲା ପ୍ରକୃତି ରାଣୀ । ସତେ ଯେମିତି କିଏ ନିଜ ତୁଳିରେ ବଦଳେଇ ଦେଲା…