ଭାରତର ଏହି ନଦୀ ବହିଥାଏ ଓଲଟା ଦିଗରେ, ଜାଣିଛନ୍ତି କି ଆପଣ?
ନର୍ମଦା, ମଧ୍ୟ ଭାରତର ଏକ ନଦୀ, ଯାହାକି ରେଭା ନାଁରେ ମଧ୍ୟ ଜଣାଶୁଣା। ଏହା ଭାରତୀୟ ଉପମହାଦ୍ୱୀପର ୫ମ ଦୀର୍ଘତମ ନଦୀ ଅଟେ। ଗୋଦାବରୀ ଏବଂ କୃଷ୍ଣା ନଦୀ ପରେ ଆଭ୍ୟନ୍ତରୀଣ ଭାରତରେ ବହୁଥିବା ତୃତୀୟ ଦୀର୍ଘତମ ନଦୀ ହେଉଛି ନର୍ମଦା। ମଧ୍ୟପ୍ରଦେଶରେ ଏହାର ବିଶାଳ ଭାଗ ରହିଥିବାରୁ ଏହାକୁ…