Browsing Tag

river polluted

ରାଜ୍ୟର ୧୯ଟି ନଦୀ ଜଳ ପ୍ରଦୂଷିତ, ବିଧାନସଭାରେ ଉଠିଲା ପ୍ରସଙ୍ଗ

ଭୁବନେଶ୍ବର(କେନ୍ୟୁଜ୍):   ରାଜ୍ୟର ୧୯ଟି ନଦୀ ଜଳ ପ୍ରଦୂଷିତ । ମୁଖ୍ୟତଃ ତଟବର୍ତ୍ତୀ ସହରାଞ୍ଚଳ ନର୍ଦ୍ଦମାଜଳ ମିଶୁଥିବାରୁ ଏହା ପ୍ରଦୂଷିତ ହୋଇପଡ଼ିଛି । ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି । ନଦୀ ତଟବର୍ତ୍ତୀ…