Browsing Tag

river water

ସମୁଦ୍ର ଜଳ ଲୁଣିଆ ଏବଂ ନଦୀ ଜଳ ମଧୁର, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ପୃଥିବୀ ପୃଷ୍ଠର ୭୫ ପ୍ରତିଶତ ଜଳରେ ପରିପୂର୍ଣ୍ଣ, ଏହି ଜଳର ପ୍ରାୟ ୯୭ ପ୍ରତିଶତ ସମୁଦ୍ରରେ ରହିଛି । ସମୁଦ୍ରରେ ପ୍ରଚୁର ଜଳ ଥାଇ ମଧ୍ୟ ଏହା ପାନୀୟ ନୁହେଁ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏପରି କାହିଁକି ହୋଇଥାଏ । ସମୁଦ୍ରରେ ପ୍ରଚୁର ଜଳ ଥାଇ ମଧ୍ୟ ଆମେ ସେହି ପାଣି ପିଇ ପାରି ନଥାଉ ।…

ପେରୁରେ ମିଳିଛି ପୃଥିବୀର ସର୍ବପ୍ରଥମ ଥର୍ମାଲ ନଦୀ, ବୈଜ୍ଞାନିକମାନେ ମଧ୍ୟ କରିପାରୁନାହାଁନ୍ତି ରହସ୍ୟର ଉନ୍ମୋଚନ

କୋଟି କୋଟି ଏକରରୁ ଅଧିକ ସ୍ଥାନରେ ନିଜର କାୟା ବିସ୍ତାର କରିଥିବା ଆମାଜନ ଫରେଷ୍ଟରେ ଅନେକ ଗୁପ୍ତ ସ୍ଥାନ ରହିଛି । ଏହି ଜଙ୍ଗଲର କୋଣ ଅନୁକୋଣରେ ରହିଛି ବହୁ ରହସ୍ୟମୟୀ କାହାଣୀ । ଯାହା ପାଖରେ କୌଣସି ମଣିଷ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି। ସେହିପରି ପେରୁ ସହିତ ଏହି ଆମାଜନ ଜଙ୍ଗଲର କିଛି…

ଶହ ଶହ ବର୍ଷ ଧରି ସୁନା ବାହାର କରୁଛି ଓଡ଼ିଶାର ଏହି ଜଣାଶୁଣା ନଦୀ, ହେଲେ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି…

ଭାରତବର୍ଷରେ ଏମିତି ଏକ ନଦୀ ଅଛି, ଯାହାର ଶଯ୍ୟାରୁ ଶତାଧିକ ବର୍ଷ ଧରି ସୁନା ବାହାର କରାଯାଉଛି। କିନ୍ତୁ ଆଜି ପଯ୍ୟର୍ନ୍ତ ନଦୀ ବାଲିରୁ ସୁନା କଣିକା ମିଳିବାର ସଠିକ୍‌ କାରଣ କେହି ଜାଣିପାରିନାହାନ୍ତି। ଭୂବିଜ୍ଞାନୀମାନଙ୍କର କହିବା ହେଲା, ନଦୀ ପଥର ଚଟାଣ ଦେଇ ବହିଯାଇଛି। ଏହି ସମୟରେ ଘର୍ଷଣ…

ଶୁଷ୍କ ପଡିଛି ମହାନଦୀ, ପୁଣି ବ୍ୟାରେଜକୁ ନେଇ ଉଠିପାରେ ପ୍ରସଙ୍ଗ

ଭୁବନେଶ୍ୱର(କେନ୍ୟୁଜ) : ପୁଣି ଫେରିପାରେ ମହାନଦୀ ପ୍ରସଙ୍ଗ। ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ଗେଟ୍‌ ବନ୍ଦ କରିବା ସହ ବର୍ଷାର ଅଭାବ ଓଡ଼ିଶାରେ ମହାନଦୀକୁ ଶୁଷ୍କ କଲାଣି। ପ୍ରଭାବରେ ହୀରାକୁଦରେ କମିଛି ଜଳସ୍ତର। ବିଗତ କିଛି ବର୍ଷ ଭିତରେ ଅଣମୌସୁମୀ ସମୟରେ ମହାନଦୀରେ ଜଳପ୍ରବାହ ଲଗାତାର ହ୍ରାସ…

ଚାଷଜମି ଆଡ଼କୁ ମାଡ଼ି ଆସୁଛି ନଦୀ,ତେଜୁଛି ଖପରାପାଳ ଗାଁ ଲୋକଙ୍କ ଅସନ୍ତୋଷ

ଚାଷଜମି ଆଡକୁ ମାଡି ଆସୁଛି ନଦୀ । ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ଖପରାପାଳ ଗାଁ ଦେଇ ବୋହି ଆସିଥିବା ଗଙ୍ଗାହାର ନଦୀ ଲୋକଙ୍କ ଚାଷଜମି ଆଡକୁ ମାଡି ଆସିଲାଣି । କିଛି ଜମି ନଦୀ ଗର୍ଭକୁ ମଧ୍ୟ ଚାଲିଗଲାଣି । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନଦୀ ଆଡିବନ୍ଧରେ ପଥର ପ୍ୟାକିଂ…

ପୋଲ ଉପରେ ଚାଲୁଛି ୩ ଫୁଟର ପାଣି : ହରିଚନ୍ଦନପୁର-ଘଟଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ଘଟଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ମୂଷଳ ନଦୀ ଗ୍ୟାରେଜ ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ତାରଣୀ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା…