Browsing Tag

river

ନଦୀରେ କୁମ୍ଭୀର ସହ ପହଁରିଲେ ଯୁବକ, ମୁହଁ ଖୋଲି ଆକ୍ରମଣ କରିବାକୁ ଚେଷ୍ଟା କରିବା ପରେ ହେଲା କିଛି ଏମିତି

ଅନେକ ଯାତ୍ରୀଙ୍କ ପାଇଁ ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ଛିଡା ରହିବା ଏବଂ ବୁଲିବା ଖୁବ୍‌ ସୁନ୍ଦର ଅଭିଜ୍ଞତା ହୋଇପାରେ। ସେହିଭଳି ଡଲଫିନ୍‌ ସହ ପାଣିରେ ମଜା ଉଠାଇବାରେ ମଧ୍ୟ ଅନେକ ଯାତ୍ରୀଙ୍କ ଭଲ ଅନୁଭବ ରହିଥାଏ। ଅନେକ ସ୍ଥାନରେ ଜଙ୍ଗଲୀ ସୁଅର ସହ ମଧ୍ୟ ଲୋକମାନେ ସମୁଦ୍ରରେ ବୁଡିଥାନ୍ତି। ସେହିଭଳି…

ବିଶ୍ୱର ଏମିତି ଏକ ନଦୀ, ଯେଉଁଠି ପାଣି ସହ ଭାସିଥାଏ ସୁନା

ସୁନା ପ୍ରତି ପ୍ରାୟ ସମସ୍ତଙ୍କର ଆକୃଷ୍ଟତା ଥାଏ । ନିଜ ସଞ୍ଚିତ ଅର୍ଥରେ କେମିତି ଅଧିକ ରୁ ଅଧିକ ସୁନା କିଣିବେ ଏଥିପାଇଁ ପ୍ରାୟ ସମସ୍ତେ ଚେଷ୍ଟା କରିଥାନ୍ତି ।କାରଣ କୌଣସି ବିପଦ ସମୟରେ ସୁନା ହିଁ କାମରେ ଆସିଥାଏ । କିନ୍ତୁ ଆପଣ ଯଦି କୌଣସି ନଦୀରେ ସୁନା ଭାସୁଥିବା କଥା ଶୁଣିବେ ତେବେ ନିହାତି…

ଜଳକା ପାଇଁ ଚିନ୍ତା ଘାରିଛି, ନଦୀବନ୍ଧର ଦୁର୍ବଳ ପଥର ପ୍ୟାକିଂ ୫୦ଖଣ୍ଡ ଗାଁର ଦୁଃଖ ବଢାଉଛି

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ମଧ୍ୟ ଦେଇ ପ୍ରବାହିତ ହେଉଛି ଜଳକା ନଦୀ। ବର୍ଷାଦିନେ ସାମାନ୍ୟ ବର୍ଷା ହେଲେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଥାଏ ନଦୀ। ଏଥିପାଇଁ ନଦୀବନ୍ଧରେ ପଥର ପ୍ୟାକିଂ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଅତ୍ୟନ୍ତ ନିମ୍ନମାନର ବୋଲି କହିଛନ୍ତି ସ୍ଥାନୀୟ ଲୋକେ।…

ପ୍ଲାଷ୍ଟିକ ଡ୍ରମ ପାଲଟିଲା ସବାରୀ, ଉଛୁଳା ବଢି ପାଣିରେ ଏମିତି ବିଦା ହେଲା କନ୍ୟା

ବହାଘର ଏକ ଏମିତି ପରମ୍ପରା ଯାହାର ସ୍ମୃତିକୁ ଚିରସତେଜ ରଖିବା ପାଇଁ ଅନେକ ଲୋକ ବ୍ୟୟବହୁଳ କିମ୍ବା ଅଦ୍ୱିତୀୟ ଭାବେ ସମାପନ କରିଥାନ୍ତି। ହେଲେ କେହି କେବେ ବି ଶୁଣିନଥିବେ ଜୀବନ ସହ ସଂଘର୍ଷ କରି ଗଭୀର ଜଳରେ ନବଦମ୍ପତିଙ୍କୁ ବିଦାୟୀ କରୁଥିବାର। କାଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।…

ନଦୀ ସାଜୁଛି ଆସାମର ଦୁଃଖ, ଭୟାବହ ବନ୍ୟାରେ ପରିସ୍ଥିତି ସଙ୍ଗୀନ

ଆସାମରେ ଭୟାବହ ବନ୍ୟା ପରିସ୍ଥିତି । ପ୍ରଭାବିତ ହୋଇଛନ୍ତି ୧୫ ଲକ୍ଷ ଲୋକ। ରାଜ୍ୟର ୩୩ଟି ଜିଲ୍ଲା ମଧ୍ୟରୁ ୨୫ଟି ଜିିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ଗୌହାଟି, ଧେମାଜୀ ଓ ଲକ୍ଷ୍ମୀପୁର ସମେତ ୫ଟି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୭ ଜଣ ଲୋକଙ୍କ…

ଏଣିକି ନଦୀ ବିବାଦ ସମାଧାନ ପାଇଁ ହେବ ନାହିଁ ଭିନ୍ନ ଭିନ୍ନ ଟ୍ରିବ୍ୟୁନାଲ, ୧୯୫୬ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଲ୍‌ରେ…

ଏଣିକି ସବୁ ଅନ୍ତଃରାଜ୍ୟ ଜଳ ବିବାଦ ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ରହିବ। ଆଉ ଭିନ୍ନଭିନ୍ନ ଟ୍ରିବ୍ୟୁନାଲ ରହିବ ନାହିଁ। ଏଥିଲାଗି ୧୯୫୬ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଲ୍‌ରେ ହେବ ସଂଶୋଧନ। ସଂଶୋଧିତ ବିଲକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ଏହି ବିଲ୍‌ କାର୍ଯ୍ୟକାରୀ ହେଲେ…

ନଦୀରେ ଗାଧୋଇବା ହେଲା କାଳ, ଗୋଡ ଖସି ଯୁବକଙ୍କ ମୃତ୍ୟୁ

ବ୍ରହ୍ମଗିରି: ନଦୀରେ ବୁଡି ଯୁବକ ମୃତ । ମୃତକ ହେଲେ ପୁରୀ ଜିଲ୍ଲା ପେଣ୍ଠକଟା ଶ୍ରୀବିହାର ଅଞ୍ଚଳର ସନ୍ତୋଷ କୁମାର । ବ୍ରହ୍ମଗିରିର ମାଆ ବାଲି ହରଚଣ୍ଡୀଙ୍କ ପିଠରେ ଦର୍ଶନ ସାରି ନଦୀରେ ଗାଧୋଇବା ବେଳେ ସନ୍ତୋଷ ନଦୀରେ ବୁଡୀ ଯାଇଥିଲେ । ବହୁ ଖୋଜାଖୋଜି ପରେ ବ୍ରହ୍ମଗିରି ଅଗ୍ନିଶମ ବାହିନୀ…

ଶୁଷ୍କ ପଡିଛି ମହାନଦୀ, ପୁଣି ବ୍ୟାରେଜକୁ ନେଇ ଉଠିପାରେ ପ୍ରସଙ୍ଗ

ଭୁବନେଶ୍ୱର(କେନ୍ୟୁଜ) : ପୁଣି ଫେରିପାରେ ମହାନଦୀ ପ୍ରସଙ୍ଗ। ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ଗେଟ୍‌ ବନ୍ଦ କରିବା ସହ ବର୍ଷାର ଅଭାବ ଓଡ଼ିଶାରେ ମହାନଦୀକୁ ଶୁଷ୍କ କଲାଣି। ପ୍ରଭାବରେ ହୀରାକୁଦରେ କମିଛି ଜଳସ୍ତର। ବିଗତ କିଛି ବର୍ଷ ଭିତରେ ଅଣମୌସୁମୀ ସମୟରେ ମହାନଦୀରେ ଜଳପ୍ରବାହ ଲଗାତାର ହ୍ରାସ…

ଚାଷଜମି ଆଡ଼କୁ ମାଡ଼ି ଆସୁଛି ନଦୀ,ତେଜୁଛି ଖପରାପାଳ ଗାଁ ଲୋକଙ୍କ ଅସନ୍ତୋଷ

ଚାଷଜମି ଆଡକୁ ମାଡି ଆସୁଛି ନଦୀ । ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ଖପରାପାଳ ଗାଁ ଦେଇ ବୋହି ଆସିଥିବା ଗଙ୍ଗାହାର ନଦୀ ଲୋକଙ୍କ ଚାଷଜମି ଆଡକୁ ମାଡି ଆସିଲାଣି । କିଛି ଜମି ନଦୀ ଗର୍ଭକୁ ମଧ୍ୟ ଚାଲିଗଲାଣି । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନଦୀ ଆଡିବନ୍ଧରେ ପଥର ପ୍ୟାକିଂ…

ମୁଷଳ ନଦୀ ପୋଲ ଉପରେ ୩ଫୁଟର ପାଣି

ଘଟଗାଁ : ଦୁଇଦିନ ହେବ ଲଗାଣ ବର୍ଷା କାରଣରୁ ଆଜି କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ମୁଷଳ ନଦୀ ପୋଲ ଉପରେ ୩ଫୁଟର ପାଣି ଚାଲୁଛି। ଏଥିପାଇଁ ଘଟଗାଁ –ହରିଚନ୍ଦନ ଯୋଗାଯୋଗ ବିଛିନ୍ନ ହୋଇଛି। ଯାତ୍ରୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି। ଫଳରେ ଘଟଗାଁ ଯିବା ପାଇଁ…

ଧସିଲା କୋଚିଲା ନଦୀର ନଦୀବନ୍ଧ

ଭଦ୍ରକ : ଧସିଲା ନଦୀବନ୍ଧ। ପ୍ରାୟ ୩ ଶହ ଫୁଟ ତଳକୁ ଦବିଗଲା। ଭଦ୍ରକ ଧାମନଗର ବ୍ଲକ ତରେଇସାହିଠାରେ କୋଚିଲା ନଦୀର ବାମ ପାର୍ଶ୍ୱ ବନ୍ଧ ଧସିଯାଇଛି। ଫଳରେ ନଦୀବନ୍ଧ କୂଳରେ ଥିବା ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି…