ପୋଲିସକୁ ଯାଞ୍ଚ ବେଳେ ମିଛ କହିଥିଲେ ରିୟା ଚକ୍ରବର୍ତ୍ତୀ, ଲିକ୍ ହେଲା ରିୟା ଏବଂ ମହେଶ ଭଟ୍ଟଙ୍କ ହ୍ଵାଟସଆପ୍ ଚାଟ୍
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ଗୁମର ଖୋଲୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ସିବିଆଇ ତଦନ୍ତ ଆରମ୍ଭ କରିଦେଇଛି। ଏଥିପାଇଁ ସିବିଆଇ ଟିମ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛି। ଏହା ମଧ୍ୟରେ ରିୟା…