Browsing Tag

road accident in barabanki up

ୟୁପିରେ ବଡ଼ ଦୁର୍ଘଟଣା, ଓଲଟିଲା ଯାତ୍ରୀବାହୀ ବସ

ରବିବାର ଉତ୍ତର ପ୍ରଦେଶରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହେବାସହ ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ସେହି ଅଂଚଳରେ ଚହଳ ସୃଷ୍ଟି ହୋଇଯାଇଥିଲା ।…