Browsing Tag

road accident

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ ଓ ଲରୀ ମୁହାମୁହିଁ ଧକ୍କାରେ ୬ ମୃତ

ଆନ୍ଧ୍ରପ୍ରଦେଶରେ ଆଜି ସକାଳେ ଭୀଷଣ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଅତିକମରେ ୬ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲାରେ ହୋଇଛି। ଏଠାରେ ଥିବା ଏକ ଟ୍ରକ ରାସ୍ତାରେ ଛିଡା ହୋଇଥିବା ଲରି ସହିତ ଧକ୍କା ହୋଇଥିଲା। ତେଣୁ ଘଟଣାସ୍ଥଳରେ ୬ ଲୋକ…

ଠାକୁରଙ୍କୁ ଦର୍ଶନ ସାରି ଫେରୁଥିଲେ କିନ୍ତୁ ବାଟରେ ଛପି ରହିଥିଲା ଯମ: ୭ ଶ୍ରଦ୍ଧାଳୁ ମୃତ, ଅନେକ ଗୁରୁତର

ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଛନ୍ତି। ତା’ ଛଡା ୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛିଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ସେମାନଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛକୁ ପିଟିଲା ଅଟୋ; ଜଣେ ମୃତ ,୫ ଗୁରୁତର, ୪ ଆହତ

କରଞ୍ଜିଆ (କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛକୁ ପିଟିଲା ଅଟୋ ଜଣେ ମୃତ୍ୟୁ ୫ଗୁରୁତର ୪ ଆହାତ । ଏପରି ଦୁଃଖଦ ଘଟଣା ସାମ୍ନା କୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଗାଁ ନିକଟରୁ । ଉକ୍ତ ଗାଁ ଜଙ୍ଗଲ ନିକଟରେ ଦ୍ରୁତ…

ନିୟନ୍ତ୍ରଣ ହରାଇ ଓଲଟିଲା ଲୁହା ପାଇପ ବୋଝେଇ ଟ୍ରକ, ଚାଲିଗଲା ୮ ଶ୍ରମିକଙ୍କ ଜୀବନ

ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ଲୁହା ପାଇପ ବୋଝେଇ ଟ୍ରକ ଓଲଟିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଈଶ୍ୱର ଲାଲ, ବସୁ…

ବରଯାତ୍ରୀ ଯାଇ ଫେରୁଥିବାବେଳେ କଲଭର୍ଟରେ ପିଟିହେଲା ଗାଡ଼ି, ଚାଲିଗଲା ୨ ଜୀବନ

କରଞ୍ଜିଆ(କେନ୍ୟୁଜ୍‌): ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ବରଯାତ୍ରୀ ଯାଇ ଫେରୁଥିବାବେଳେ କଲଭର୍ଟରେ ପିଟିହେଲା ଗାଡ଼ି ଠାକୁରମୁଣ୍ଡା ଓ ଆନନ୍ଦପୁର ରାସ୍ତା ତରାମରା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ଗୁଡଭଙ୍ଗାରୁ ଶୁକୃଳି ବରଯାତ୍ରୀ ଯାଇ ଫେରୁଥିବାବେଳେ…

ରାସ୍ତାରେ ଜଗି ବସିଥିଲା ଯମ, ବାହାଘର ସାରି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୮ ଜୀବନ

ମୃତ୍ୟୁ କେତେବେଳେ କାହାକୁ କେଉଁଠି ଅପେକ୍ଷା କରିଥାଏ, ତାହା କାହାକୁ ଜଣାନଥାଏ। ଠିକ୍‌ ଏମିତି ଜଗି ବସିଥିଲା ଯମ, ଆଉ ବାହାଘର ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଚାଲିଗଲା ଜୀବନ। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ହଠାତ୍ ଶକ୍ତ ଧକ୍କା ହେଲା ଏସ୍ୟୁଭି କାର୍। କାର୍ ବସିଥିଲେ ୧୧ ଜଣ…

ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା! ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଓ କାଠ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା; ଜିଅନ୍ତା…

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଏବଂ ଏକ କାଠ ବୋଝେଇ ଟ୍ରକ୍‌ ମଧ୍ୟରେ ଭୀଷଣ ଧକ୍କା ପରେ ହଠାତ୍‌ ଦୁଇ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଫଳରେ ଏଥିରେ ୯ ଜଣ ଲୋକ ଘଟଣାସ୍ଥଳରେ ଜୀଅନ୍ତା ଜଳିଯାଇଛନ୍ତି। ପୋଲିସ ସୂଚନା ମୁତାବକ,…

ହରିଦ୍ୱାରରୁ ଅସ୍ଥି ବିସର୍ଜନ କରି ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ମୃତ, ୧୨ରୁ ଅଧିକ ଆହତ

ହରୟାଣାର ରୋବାଡୀ ଜିଲ୍ଲାର ଏନଏଚ-୪୮ରେ ଏକ ବଡ଼ ଧରଣର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଏକ କ୍ରୁଜର ଗାଡ଼ି ଆସି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକକୁ ଧକ୍କା ଦେଇଥିଲା ।…

ସଡକ ଦୁର୍ଘଟଣା: ବାଇକକୁ ପିଟିଲା କାର, ୩ ଗୁରୁତର

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୋଚିଲା ଛକ ନିକଟରେ ବାଇକ କୁ ପିଟିଲା କାର । ଟାଙ୍ଗି ଥାନା ଅଧୀନସ୍ଥ କୁହୁଡି ପେଟ୍ରୋଲ ପମ୍ପରେ ବାଇକରେ ତେଲ ପକାଇ ୩ ଜଣ ଯୁବକ ବାଇକ୍ ରେ ନିଜ ଘର କାଇଥପଲ୍ଲାକୁ ଫେରୁଥିବା ବେଳେ ଜୟମଙ୍ଗଳପୁର ଚକ ନିକଟରେ ବାଇକ ସହ କାର…

କେନ୍ଦୁଝର: ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ

କେନ୍ଦୁଝର(କେ ନ୍ୟୁଜ):  ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଗଲା ୩ ଜଣଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ଡିଆନାଳି ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପାଟଣା…

ବାଲେଶ୍ୱର ଭୀମପୁରାଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଡିଭାଇଡରରେ ପିଟିହେଲା ବାଇକ୍‌, ୨ମୃତ

ବାଲେଶ୍ୱର(କେନ୍ୟୁଜ): ଡିଭାଇଡରରେ ପିଟିହେଲା ବାଇକ୍‌। ଚାଲିଗଲା ୨ ଜୀବନ। ବାଲେଶ୍ୱର ସହର ଉପକଣ୍ଠ ଭୀମପୁରାଛକ ନିକଟରେ ହୋଇଛି ମର୍ମନ୍ତୁଦ ଦୁର୍ଘଟଣା। ବାଲିଆ ଅଞ୍ଚଳର ୩ ଜଣ ଯୁବକ ରେମୁଣା ଗୋଲେଇକୁ ବାଇକରେ ଯାଉଥିବାବେଳେ ଭୀମପୁରା ଛକ ନିକଟରେ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି…

ଯାଜପୁର : ଡମ୍ପର ଧକ୍କାରେ ଆହତ ଥିବା ଛାତ୍ରୀଙ୍କ ମୃତ୍ୟୁ

ଯାଜପୁର (କେନ୍ୟୁଜ୍‌) : ଡମ୍ପର ଧକ୍କାରେ ଆହତ ଛାତ୍ରୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ଜାରକା ଷ୍ଟାଡିଅମ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ ରାସ୍ତାରେ ଗତକାଲି ଏକ ଡମ୍ପର ଧକ୍କାରେ ଆଦର୍ଶ ବିଦ୍ୟାଳୟର ୨ ଜଣ ଛାତ୍ରୀ ଆହତ ହୋଇଥିଲେ । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରଦୀପ୍ତା ବେହେରା ଓ…