Browsing Tag

road accident

ଚୀନ: ଟନେଲ୍‌ କାନ୍ଥରେ ପିଟି ହେଲା ଯାତ୍ରୀବାହୀ ବସ୍‌; ୧୪ ମୃତ, ୩୭ ଆହତ

ଉତ୍ତର ଚୀନର ଶାଙ୍କସି ପ୍ରଦେଶରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଛି । ବସ୍‌ଟି ଟନେଲ୍ କାନ୍ଥ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ଏହି ଦୁର୍ଘଟଣାରେ ୩୭ ଜଣ ଆହତ ହୋଇଛନ୍ତି । ଚୀନ୍ ସରକାରୀ ଗଣମାଧ୍ୟମ…

ବିହାର : ବାହାଘରରୁ ଫେରୁଥିବା ବେଳେ କାରକୁ ପିଟିଲା ଟ୍ରାକ୍ଟର, ୭ ମୃତ, ୩ ଗୁରୁତର

ବିହାରର ଖଗାଡ଼ିଆ ଜିଲ୍ଲାର ପସରାହା ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡିଛି । ଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାଟି ଆଜି ସକାଳ ୬.୩୦ ମିନିଟରେ ଘଟିଛି । ଖବର…

ଆଫ୍‌ଗାନିସ୍ତାନ: ବାଇକ୍‌ ଓ ଟ୍ୟାଙ୍କର ସହ ଧକ୍କାରେ ଭାଙ୍ଗି ଚୁର୍‌ମାର ହେଲା ବସ୍‌, ୨୧ ଯାତ୍ରୀଙ୍କ ମୃତ୍ୟୁ; ୩୮ ଆହତ

ଦକ୍ଷିଣ ଆଫ୍‌ଗାନିସ୍ତାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ବାଇକ୍‌ ସହ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହୋଇ ପ୍ରାୟ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ବାଇକ୍‌ ସହ ଧକ୍କାରେ କିପରି ବସ୍‌ଟି ଭାଙ୍ଗି ଚୁର୍‌ମାର ହୋଇଗଲା ଏବଂ ଏତେ…

ବିବାହ ଭୋଜିକୁ ଯାଉଥିବା ବେଳେ ଧକ୍କା ଦେଲା କାର୍ : ଝିଅ ମୃତ, ବାପ-ପୁଅ ଗୁରୁତର

ବ୍ରହ୍ମପୁର (କେନ୍ୟୁଜ): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିଲେ ବାପା, ପୁଅ ଓ ଝିଅ । ହେଲେ ଅଜଣା ଗାଡ଼ି ଧକ୍କାରେ ଝିଅର ଜୀବନ ଚାଲିଯାଇଥିବା ବେଳେ ବାପା ଓ ପୁଅ ଗୁରୁତର ଆହତ ହୋଇଥିଲେ। ମୃତକ ହେଲେ ଝିଅ…

ଜଗିଥିଲା ଯମ: ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ; ୬ ମୃତ, ୧୦ ଆହତ

ନୂଆଦିଲ୍ଲୀ : ବାଜୁଥିଲା ଡିଜେ, ଦୁଲୁକୁଥିଲା ରାସ୍ତା । ଗୀତର ତାଳେ ତାଳେ ନାଚୁଥଲେ ବରଯାତ୍ରୀ । କିନ୍ତୁ ହଠାତ୍‌ ସବୁ କିଛି ଓଲଟପାଲଟ ହୋଇଗଲା । ଆଖି ପିଛୁଳାକେ ଚାଲିଗଲା ୬ ଜୀବନ । ମଧ୍ୟ ପ୍ରଦେଶ ରାଇସେନ ଜିଲ୍ଲା ସୁଲତାନପୁରରେ ଘଟିଛି ଏପରି ଛାତିଥରା ଦୁର୍ଘଟଣା । ବିବାହ ପ୍ରୋସେସନ…

ଓଲଟିଲା ବରଯାତ୍ରୀ ଗାଡ଼ି, ଦୁର୍ଘଟଣାରେ ୩ ମୃତ ଓ ୧୫ ଆହତ

ରାଉରକେଲା (କେନ୍ୟୁଜ): ରାସ୍ତାକଡ଼କୁ ଓଲଟିଲା ବରଯାତ୍ରୀ ଗାଡ଼ି ।  ଦୁର୍ଘଟଣାରେ ୩ ମୃତ ଓ ୧୫ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ରାଉରକେଲା ଲାଠିକଟା ଥାନା ମୁଣ୍ଡା ଜୋରଠାରେ । ଆହତମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା…

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୬ ଆହତ

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର 143 ନମ୍ବର ଜାତୀୟ ରାଜପାଥର କେନାଭେଟା ନିକଟରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା । ଫଳରେ ୬ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଛି।…

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍, ଚାଲିଗଲା ୧୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ । ୨୧ ଜଣ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶର ଶାହପୁର ଥାନା ଅନ୍ତର୍ଗତ ବିଛିଆ ନିକଟ ବଡ଼ଝାର ଘାଟରେ ଘଟିଛି ଏହି ସୁର୍ଘଟଣା । ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୯ ଜୀବନ, ଆଖିବୁଜିଲେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଦୁଇ ଅଭିନେତ୍ରୀ

ମୃତ୍ୟୁ କେତେବେଳେ କାହାକୁ ଆସିବ, ତାହା କେହି କହିପାରିବେ ନାହିଁ । ବିହାରର କେମୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ଜଣଙ୍କର ଜୀବନ ଚାଲିଯାଇଛି । ଆଉ ଏମାନଙ୍କ ମଧ୍ୟରେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୪ ଷ୍ଟାରଙ୍କ ଜୀବନ ଦୀପ ଲିଭିଯାଇଛି । ଭୋଜପୁରୀ ଅଭିନେତ୍ରୀ ଆଞ୍ଚଲ ତିଓ୍ଵାରୀ ଏବଂ…

ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ଏକାବେଳକେ ୯ ଜଣଙ୍କ ଜୀବନ

ବିହାରର କୈମୁର ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ-୨ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହୁ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ମୋହନିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଦେବକଲି ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ପରେ ରାଜପଥରେ ପ୍ରବଳ…

ନିର୍ବନ୍ଧ ପାଇଁ ଲେହେଙ୍ଗା ବୁକ୍‌ କରିବାକୁ ଯାଇଥିଲା ଝିଅ, ଟ୍ରାକ୍ଟର ଧକ୍କାରେ ଉଡ଼ିଗଲା ପ୍ରାଣବାୟୁ

ୟୁପିର ବାନ୍ଦା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିବାହ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ଆସନ୍ତା ଏପ୍ରିଲ ୧୮ରେ ଯୁବତୀଙ୍କର ବାହାଘର ଥିଲା । ଏହାପୂର୍ବରୁ ଏପ୍ରିଲ ୪ରେ ତାଙ୍କ ନିର୍ବନ୍ଧ…

ଭୋଜି ଖାଇ ଫେରିବା ବାଟରେ ଛକି ବସିଥିଲା ଯମ, ଦୁର୍ଘଟଣାରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ଆଠଗଡ଼ (କେନ୍ୟୁଜ):  ବିବାହ ଭୋଜି ଖାଇ ଫେରିବା ବାଟରେ ଜଗିଥିଲା ମୃତ୍ୟୁ । ଭାରସାମ୍ୟ ହରାଇ ଘର କାନ୍ଥରେ ପିଟି ହେଲା କାର। ଫଳରେ ଦୁର୍ଘଟଣାରେ ୪ ସାଙ୍ଗଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲା ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀ ମାଆ ରାସ୍ତାରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ…