Browsing Tag

road accident

ଜଗିଥିଲା ଯମ: ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ; ୬ ମୃତ, ୧୦ ଆହତ

ନୂଆଦିଲ୍ଲୀ : ବାଜୁଥିଲା ଡିଜେ, ଦୁଲୁକୁଥିଲା ରାସ୍ତା । ଗୀତର ତାଳେ ତାଳେ ନାଚୁଥଲେ ବରଯାତ୍ରୀ । କିନ୍ତୁ ହଠାତ୍‌ ସବୁ କିଛି ଓଲଟପାଲଟ ହୋଇଗଲା । ଆଖି ପିଛୁଳାକେ ଚାଲିଗଲା ୬ ଜୀବନ । ମଧ୍ୟ ପ୍ରଦେଶ ରାଇସେନ ଜିଲ୍ଲା ସୁଲତାନପୁରରେ ଘଟିଛି ଏପରି ଛାତିଥରା ଦୁର୍ଘଟଣା । ବିବାହ ପ୍ରୋସେସନ…

ଓଲଟିଲା ବରଯାତ୍ରୀ ଗାଡ଼ି, ଦୁର୍ଘଟଣାରେ ୩ ମୃତ ଓ ୧୫ ଆହତ

ରାଉରକେଲା (କେନ୍ୟୁଜ): ରାସ୍ତାକଡ଼କୁ ଓଲଟିଲା ବରଯାତ୍ରୀ ଗାଡ଼ି ।  ଦୁର୍ଘଟଣାରେ ୩ ମୃତ ଓ ୧୫ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ରାଉରକେଲା ଲାଠିକଟା ଥାନା ମୁଣ୍ଡା ଜୋରଠାରେ । ଆହତମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା…

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୬ ଆହତ

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର 143 ନମ୍ବର ଜାତୀୟ ରାଜପାଥର କେନାଭେଟା ନିକଟରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା । ଫଳରେ ୬ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଛି।…

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍, ଚାଲିଗଲା ୧୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ । ୨୧ ଜଣ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶର ଶାହପୁର ଥାନା ଅନ୍ତର୍ଗତ ବିଛିଆ ନିକଟ ବଡ଼ଝାର ଘାଟରେ ଘଟିଛି ଏହି ସୁର୍ଘଟଣା । ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୯ ଜୀବନ, ଆଖିବୁଜିଲେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଦୁଇ ଅଭିନେତ୍ରୀ

ମୃତ୍ୟୁ କେତେବେଳେ କାହାକୁ ଆସିବ, ତାହା କେହି କହିପାରିବେ ନାହିଁ । ବିହାରର କେମୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ଜଣଙ୍କର ଜୀବନ ଚାଲିଯାଇଛି । ଆଉ ଏମାନଙ୍କ ମଧ୍ୟରେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୪ ଷ୍ଟାରଙ୍କ ଜୀବନ ଦୀପ ଲିଭିଯାଇଛି । ଭୋଜପୁରୀ ଅଭିନେତ୍ରୀ ଆଞ୍ଚଲ ତିଓ୍ଵାରୀ ଏବଂ…

ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ଏକାବେଳକେ ୯ ଜଣଙ୍କ ଜୀବନ

ବିହାରର କୈମୁର ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ-୨ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହୁ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ମୋହନିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଦେବକଲି ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ପରେ ରାଜପଥରେ ପ୍ରବଳ…

ନିର୍ବନ୍ଧ ପାଇଁ ଲେହେଙ୍ଗା ବୁକ୍‌ କରିବାକୁ ଯାଇଥିଲା ଝିଅ, ଟ୍ରାକ୍ଟର ଧକ୍କାରେ ଉଡ଼ିଗଲା ପ୍ରାଣବାୟୁ

ୟୁପିର ବାନ୍ଦା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିବାହ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ଆସନ୍ତା ଏପ୍ରିଲ ୧୮ରେ ଯୁବତୀଙ୍କର ବାହାଘର ଥିଲା । ଏହାପୂର୍ବରୁ ଏପ୍ରିଲ ୪ରେ ତାଙ୍କ ନିର୍ବନ୍ଧ…

ଭୋଜି ଖାଇ ଫେରିବା ବାଟରେ ଛକି ବସିଥିଲା ଯମ, ଦୁର୍ଘଟଣାରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ଆଠଗଡ଼ (କେନ୍ୟୁଜ):  ବିବାହ ଭୋଜି ଖାଇ ଫେରିବା ବାଟରେ ଜଗିଥିଲା ମୃତ୍ୟୁ । ଭାରସାମ୍ୟ ହରାଇ ଘର କାନ୍ଥରେ ପିଟି ହେଲା କାର। ଫଳରେ ଦୁର୍ଘଟଣାରେ ୪ ସାଙ୍ଗଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲା ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀ ମାଆ ରାସ୍ତାରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ…

ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟି ହେଲା ୩ଟି ଗାଡି, ଜଣେ ମୃତ

ଭଦ୍ରକ (କେନ୍ୟୁଜ): ସିରିଜ୍ ଦୁର୍ଘଟଣା । ପଛକୁ ପଛ ପିଟିହେଲା ୩ଟି ଗାଡ଼ି । ଟ୍ରଲର ଧକ୍କାରେ ଲାଇନ ମ୍ୟାନ ମୃତ । ମୃତକ ହେଲେ ଭଣ୍ଡାରିପୋଖରୀ ଥାନା ପାଳଦା ଗାଁର ରାଜକିଶୋର ସାହୁ । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । ରାଜକିଶୋର ନିଜ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂଙ୍କ ବୋହୂଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ପୁଅ ମାନବେନ୍ଦ୍ର ଓ ନାତି ଗୁରୁତର

ରାଜସ୍ଥାନର ଅଲଓ୍ଵରରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂଙ୍କ ବୋହୂ ଚିତ୍ରା ସିଂଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଯଶବନ୍ତ ସିଂଙ୍କ ପୁଅ ତଥା କଂଗ୍ରେସର ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂ ଏବଂ…

ମେକ୍ସିକୋରେ ବସ୍‌ ଏବଂ ଟ୍ରକ ଭୟଙ୍କର ଧକ୍କା, ଜଳିଗଲା ବସ୍‌, ୧୯ ମୃତ

ମେକ୍ସିକୋରେ ଟ୍ରକ ଏବଂ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୯ ଜଣଙ୍କ ପ୍ରାଣ ଚାଲିଯାଇଥିବା ଖବର ମିଳିଛି । ଏହାସହିତ ୧୮ ଜଣ ଆହତ ହୋଇଛି । ଦୁର୍ଘଟଣା ପରେ ବସ୍‌ରେ ନିଆଁ ଲାଗିଥିଲା ଫଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁରେ ବସଟି ସଂପୂର୍ଣ୍ଣ ଭାବେ ଜଳିଯାଇଛି ।…

ହରିୟାଣା: ସୋନିପତରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା କାର୍‌, ନେପାଳର ୪ ଯୁବକଙ୍କ ମୃତ୍ୟୁ; ୩ ଆହତ

ହରିୟାଣାର ସୋନିପତରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ତିନି ସାଇକେଲ ଆରୋହୀ ଏବଂ ଏକ ସ୍କୁଟିକୁ ଜୋର୍‌ରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ସମସ୍ତେ…