ଦୁନିଆର ପ୍ରଥମ ଦୁଆଲ ମୋଡ ହ୍ଵିକିଲ ଲଞ୍ଚ କଲା ଜାପାନ, ଯାହାର ଫଟୋ ହେଉଛି ଖୁବ ଭାଇରାଲ
ଜାପାନରେ ଲଞ୍ଚ ହେବାକୁ ଯାଉଛି ଦୁନିଆର ପ୍ରଥମ ଦୁଆଲ ମୋଡ ଗାଡ଼ି, ଯାହା ଉଭୟ ରୋଡ଼ ଓ ରେଲେଓ୍ଵ ଟ୍ରାକରେ ଯାଇପାରିବ। ଏହା ଏକ ଏମିତି ବସ୍ ଯାହା ଉଭୟ ସଡ଼କ ଓ ରେଳ ଟ୍ରାକରେ ଯାଇପାରିବ। ସାଧାରଣ ଭାବେ ଏହା ଦେଖିବା ଅସମ୍ଭବ ।କାରଣ ବସ୍ ରେ ଯେଉଁ ଚକ ବ୍ୟବହାର କରାଯାଇଥାଏ। ତାହା କେବଳ ପିଚୁ ରୋଡ଼…