ମୃତଦେହ ରଖି ୧୪ ଘଣ୍ଟା ଧରି ରାସ୍ତା ଅବରୋଧ: ଅଟକି ରହିଛି ଶହଶହ ସଂଖ୍ୟାରେ ଗାଡ଼ି, ପର୍ଯ୍ୟଟକ ହନ୍ତସନ୍ତ
ମୟୂରଭଞ୍ଜ : ମୃତଦେହ ରଖି ୧୪ ଘଣ୍ଟା ଧରି ରାସ୍ତା ଅବରୋଧ । ମୟୂରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ରାଉତାଲିପାଟ ପୋଲ ନିକଟରେ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଉତ୍ତେଜନା । ଗତକାଲି ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ପାଣ୍ଡରଶିଳ ଗାଁର ଜଣଙ୍କ ମୃତ୍ୟୁ ହେଇଥିଲା । ଏହାପରେ ବିଭିନ୍ନ ଦାବି ନେଇ…