Browsing Tag

road blocked

ଯୁବକଙ୍କୁ ଅପହରଣ ପରେ ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ରାସ୍ତା ଅବରୋଧ

ସୁବର୍ଣ୍ଣପୁର : ଯୁବକଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ ।  ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ରାସ୍ତା ଅବରୋଧ। ନିଖୋଜ ଯୁବକ ଫୁଲଚରା ଗାଁର ସୁରଥ ନାଏକ। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗାଁଲୋକେ ବୀରମହାରାଜପୁର ମୁଖ୍ୟ ଛକ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତା ଉପରେ ଗାଡ଼ି ମୋଟର ସବୁ…

ପିଇବା ପାଣି ଦାବିରେ ରାସ୍ତାରୋକ କଲେ ଶତାଧିକ ଗ୍ରାମବାସୀ

ଜଳେଶ୍ୱର : ପିଇବା ପାଣି ଦାବିରେ ରାସ୍ତାରୋକ । ବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟା ସହ ପ୍ରବଳ ଖରାରେ ସମସ୍ୟା ଉତ୍କଟ ହେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ପିଇବା ପାଣି ଦାବିରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ନଟାକଟା ପଞ୍ଚାୟତବାସୀ ରାସ୍ତାରୋକ କରିଛନ୍ତି । ଅମର୍ଦ୍ଦାରୋଡ-…

ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କ ଦ୍ୱାରା ରାସ୍ତା ଅବରୋଧ, ପାରଳାଖେମୁଣ୍ଡି-ବ୍ରହ୍ମପୁର ଯାତାୟତ ଠପ

ମୋହନା : ଅଧିକ ସରକାରୀ ସହାୟତା ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗଜପତି ଜିଲ୍ଲା ଛେଳିଗଡ ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ଲୋକେ l 15 ଦଫା ଦାବିରେ ଆଜି ସକାଳ 6 ଟାରୁ ଛେଳିଗଡରେ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି ଶତାଧିକ ଲୋକେ l 2013 ସରକାରୀ ନିୟମ ଅନୁଯାୟୀ ସହାୟତା ରାଶି…